ଓଡ଼ି ନେଟ ର ଶୁଭ ଉଦଘାଟନ

ଜେ ବି ଏନ, ୦୩/୦୧ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), କଟକ : ଆଜି କଟକ ଜିଲ୍ଲା ର ସ୍ଥାନୀୟ ପେନ୍ସନ ଲେନ ମୁଖ୍ୟ କାର୍ଯ୍ୟାଳୟ ରେ ଓଡି ନେଟ ର ଶୁଭ ଉଦଘାଟନ ଶ୍ରୀ ପ୍ରତୀକ ସିଂହ ଡି ସି ପି ଙ୍କ କର କମଳ ରେ ହେଇ ଯାଇଛି ଏହି ଅବସରରେ ଉକ୍ତ କମ୍ପାନୀ ର ଡିରେକ୍ଟର ଏମ୍ ଏସ୍ ହାସମୀ ଏବଂ ଦେବ ଜ୍ୟୋତି ଦାସ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏ ସି ପି

ସେକ୍ ସରିଫ ଉଦ୍ଦିନ ଙ୍କ ସହ ବହୁ ସୁ ପରିଚିତ ଲୋକ ଉପସ୍ଥିତ ଥାଇ ତାଙ୍କୁ ଶୁଭେଚ୍ଛା ଦେବା ସହ ମଙ୍ଗଳ କାମନା କରି ଥିଲେ ଏହା ଏବେ 5 ଟି ଜିଲ୍ଲାରେ କାର୍ଯ୍ୟ କରିବ ଏବଂ ପରେ ସାରା ଓଡିଶା ରେ କାର୍ଯ୍ୟ କାରୀ

କରା ଯିବା ନେଇ ସୂଚନା ଦେଇଥିଲେ କମ୍ପାନୀ ଡିରେକ୍ଟର ମିଷ୍ଟର ହାସମୀ l ଆସନ୍ତୁ ଦେଖିବା ତାଙ୍କ ଉଦଘାଟନ ଉତ୍ସବ ର ଏକ ଭିଡ଼ିଓ ବାର୍ତ୍ତା l




