ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ

ଜେ ବି ଏନ, ୦୬/୦୧ /୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଆଜି ବରହମପୁର ଉପଜିଲ୍ଲାପାଳ ଅଫିସ ସମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l କାରଣ ଦିନ କୁ ଦିନ ଅତ୍ୟାବଶ୍ୟକ ଆଳୁ,ପିଆଜ,ଡିଜେଲ, ପେଟ୍ରୋଲ ଦର ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି l କାରଣ କେନ୍ଦ୍ରସରକାର ଖୁଦ୍ ଏହାର ମୁଖ୍ୟ କାରଣ l କେନ୍ଦ୍ରସରକାର ଦର ନିୟନ୍ତ୍ରଣ ପରିବର୍ତ୍ତେ ବଡ ବଡ କମ୍ପାନୀ ଙ୍କ ଲାଭ ପାଇଁ ଦର ବୃଦ୍ଧି ନୀତି କରିଚାଲିଛନ୍ତି l ଏପରି ଅଭିଯୋଗ କରି କେନ୍ଦ୍ର ସରକାର ଙ୍କ ଏହି ନୀତି ବିରୋଧ ରେ ଏହି ବିକ୍ଷୋଭ ପ୍ରଦୋସନ କରାଯାଇଥିଲା l




