ନକଲି ମଦ କାରଖାନା ଠାବ

ଜେ ବି ଏନ, ୦୭/୦୧/୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ଆଜି ନକ ଲି ମଦ କାରଖାନା ଠାବ କରାଯାଇଛି l ଆଜି ସନ୍ଧ୍ୟା ରେ ବ୍ରହ୍ମପୁର ଏସ୍ ଡି ପିଓ ,ବି ଏନ୍ ପୁର ଥାନା ଅଧିକାରୀ, ଲାଞ୍ଜିପଳି ଫାଣ୍ଡି ଅଧିକାରୀ ମିଳିତ ଭାବେ ଚଢାଉ କରି ଲାଞ୍ଜପାଳି ଗ୍ରାମ ର ରାଧାକୃଷ୍ଣ ମଠ ସାହିରେ ନକଲି ମଦ ଜବତ କରିବା ସହ ନକଲି ମଦର 200 ପେଟି କାର୍ଟୁନ୍, ଆସିଲି ଦେଖାଯାଉଥିବା ନକଲି ଲେବୁଲ, ସିଲିଂ ମେସିନ ଜବତ କରି ରାମ କୃଷ୍ଣ ସାହୁ ନାମକ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି।



