ଭୁବନେଶ୍ୱର ରୁ ଯାଜପୁର ଫେରୁଥିବାବେଳେ ଯୁବକ ନିଖୋଜ

ଜେ ବି ଏନ, ୧୦/୦୧/୨୦୨୧, (ରିପୋର୍ଟ, ଯାଜପୁରରୁ ସରୋଜ କୁମାର ସାହୁ), ଯାଜପୁର : ପାଣିକୋଇଲି ଥାନା ଗୋଲେଇପୁର ପାଞ୍ଚୟତ ତେଲିଆ ଗ୍ରାମର ମଦନ ମୋହନ ବିଶ୍ୱାଳ ବୟସ 50 ଶୁକ୍ରବାର 8/1/2021 9.10 ମିନିଟ ସମୟରେ ବେଙ୍ଗଲୁରୁ ଟ୍ରେନ ଯୋଗେ ଆସି ଭୁବନେଶ୍ୱର ରେଳ ଷ୍ଟେସନ ରେ ଓଲ୍ହାଇ ଥିଲେ, ଟ୍ରେନ ରୁ ଓଲ୍ଲାଇ ବାପରେ ଷ୍ଟେସନ ନିକଟରେ ଏକ ଦୋକାନ ରୁ
ଦହିବରା ଖାଇବା ପରେ ବସ ଯୋଗେ ପାଣିକୋଇଲି ଛକ ରେ ପଞ୍ଚିବେ ବୋଲି ଘର ଲୋକଙ୍କୁ ଫୋନ ଯୋଗେ ଜଣାଇଥିଲେ, ମାତ୍ର ଏହାର କିଛି ସମୟ ପରେ ତାଙ୍କ ର ଫୋନ switch off ଦେଖାଇ ଥିଲା, ଦୀର୍ଘ ବିଳମ୍ବିତ ସମୟ ପରେ ମଦନ ଆସି ଘରେ ନ ପହଁଚିବାରୁ ଏ ନେଇ ଭୁବନେଶ୍ୱର ରେଳବାଇ ପୋଲିସ ଷ୍ଟେସନ ରେ ଏକ ଅଭିଯୋଗ ଦାଖଲ କରାଯାଇଛି, ତେବେ ଯଦି କେହି ଶ୍ରହୃଦୟ ବ୍ୟକ୍ତି ତାଙ୍କର ସନ୍ଧାନ ପାଆନ୍ତି ଉକ୍ତ ଠିକଣା ରେ ଯୋଗାଯୋଗ କରିବାକୁ ଅନୁରୋଧ 7483340013 l ତେବେ ରାଜ୍ୟରେ ଶିଶୁ ଅପହରଣ ଚାଲିଥିବା ବେଳେ ପୁଣି ଜଣେ ବୟସ୍କ ବ୍ୟକ୍ତି ଙ୍କ ନିଖୋଜ କୁ ନେଇ ନାନା ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହେଉଛି l




