ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ପ୍ରତ୍ୟକ୍ଷ ଦର୍ଶନ କରିଛନ୍ତି ମନ୍ତ୍ରୀଙ୍କ ସପରିବାର

ଜେ ବି ଏନ, ୧୦/୦୧/୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ /ତାଳଚେର : ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ପ୍ରତ୍ୟକ୍ଷ ଦର୍ଶନ କରିଛନ୍ତି ମନ୍ତ୍ରୀଙ୍କ ସପରିବାର । ମା’ଙ୍କ ପାଖରେ ସମସ୍ତ ଅନୁଗୁଳ ଜିଲ୍ଲାବାସୀଙ୍କ ମଙ୍ଗଳ କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମନ୍ତ୍ରୀଙ୍କ ସହିତ ଦଳୀୟ ନେତା ଏବଂ ବହୁ ସମର୍ଥକ ଉପସ୍ଥିତ ଥିଲେ।




