୨୦୨୧ ର ପ୍ରଥମ ମନ କି ବାତ୍ ପାଇଁ ସାଧାରଣ ଲୋକଙ୍କ ବିଚାର, ଅନୁଭୂତି ଓ ମତାମତ ଲୋଡ଼ିଲେ ପ୍ରଧାନମନ୍ତ୍ରୀ

ଜେ ବି ଏନ, ୧୯/୦୧ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ୨୦୨୧ ର ପ୍ରଥମ ମନ କି ବାତ୍ ପାଇଁ ସାଧାରଣ ଲୋକଙ୍କ ବିଚାର, ଅନୁଭୂତି ଓ ମତାମତ ଲୋଡ଼ିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏଥିପାଇଁ ଲୋକଙ୍କ ଅନୁଭୂତିିି ତାଙ୍କ ସହ ବାଣ୍ଟିବାକୁ ସୂଚନା ଦେଇଛନ୍ତି l ପ୍ରଧାନ ମନ୍ତ୍ରୀ ଜାନୁଆରୀ ଯେ ଶେଷ ରବିବାର ଦିନ 2021 ବର୍ଷର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମ ପ୍ରସାରିତ ହେବ। ଏଥିପାଇଁ ଆପଣଙ୍କ ବିଚାର, ଅନୁଭୂତି ଓ ମତାମତ ପ୍ରଦାନ କରନ୍ତୁ ।ସେଥି ମଧ୍ୟରୁ କିଛି ବିଷୟ ଉପରେ ମୁଁ କାର୍ଯ୍ୟକ୍ରମରେ ଟିପ୍ପଣୀ ମଧ୍ୟ ରଖିବି । ନମୋ ଆପ,ମାଇ ଗଭରେ ଲେଖନ୍ତୁ ବା ଡାଏଲ କରନ୍ତୁ: 1800-11-7800 l
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-26-scaled.jpg)


