Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ଆଜିବି ନଗଡା ଓ ନଗଡା ବାସୀ ଅବହେଳିତ - Jagrat Bharat News

କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ଆଜିବି ନଗଡା ଓ ନଗଡା ବାସୀ ଅବହେଳିତ 

କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ଆଜିବି ନଗଡା ଓ ନଗଡା ବାସୀ ଅବହେଳିତ

 

 

ଜେ ବି ଏନ, ୧୯/୦୧ /୨୦୨୧, (ରିପୋର୍ଟ, ଯାଜପୁରରୁ ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଜଙ୍ଗଲ ପାହାଡ ଘେରା ଆଦି ପ୍ରାକୃତିକ ସବୁଜିମା ରେ ପରିପୂର୍ଣ ରେ ଅବସ୍ଥିତ ର ସ୍ଥାନ ନଗଡା । ଏକଦା ଏହି ନଗଡା ଶିଶୁ ମୃତ୍ୟୁ ହାର ପାଇଁ ସାରା ବିଶ୍ବରେ ଚହଳ ପକାଇଥିଲା ଓ ସାରା ରାଜ୍ୟ ବି ଲଜ୍ଜିତ ହୋଇ ଥିଲା।ଓ ଏହା ବହୁ ଚର୍ଚ୍ଚିତ ଅଞ୍ଚଳ ଭାବେ ଜଣାଶୁଣା ଥିଲା। ଏହା ପରେ ଏଠିକାର ଏହି ଲୋକଙ୍କ ପାଇଁଁ କୋଟି କୋଟି ଟଙ୍କାର ଅନୁଦାନ ମଞ୍ଜୁର ସହ ଏ ଅଞ୍ଚଳର ଅଧିବାସୀ କୁ ସମାଜର ମୂଖ୍ୟ ସ୍ରୋତ ରେ ସାମିଲ୍ କରିବା ପାଇଁ ବହୁ ପ୍ରଚେଷ୍ଟା ହୋଇଥିଲା ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ତରଫରୁ କିନ୍ତୁ ଆଜି ମଧ୍ୟ ଏଠିକାର ପରିସ୍ଥିତି ରେ କିଛି ବି ସୁଧାର ଦେଖି ବାକୁ ମିଳିନାହିଁ। ।

ସରକାରଙ୍କ ତହବିଲରୁ କୋଟି କୋଟି ଟଙ୍କାର ଅନୁଦାନ ଏଠାରେ ଖର୍ଚ୍ଚ କରାଯାଇଛି ଏଠିକାର ଗମନାଗମନ ଓ ସ୍ୱାସ୍ଥ୍ୟ ସେବା ପାଇଁ କିନ୍ତୁ ତାହା ମଧ୍ୟ ରୁ ଅନେକ କିଛି ଧର୍ମକୁ ଆଖି ଠାର ମାରିବା ଭଳି। ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ଗତ ଜୁନ ମାସ ରୁ ସମ୍ପୁର୍ଣ୍ଣ ହୋଇ ଥିବା ଦୁଇଟି ଉପସ୍ଵାସ୍ଥ କେନ୍ଦ୍ର । ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୭୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ଚିଙ୍ଗୁଡ଼ିଆପାଳ ପଞ୍ଚାୟତ ଓ ଦେଓଗାଁ ଠାରେ ଦୁଇ ଟି ସ୍ଵାସ୍ଥ୍ୟ କେନ୍ଦ୍ର କରାଯାଇଛି ତାହା ଦୀର୍ଘ ୬ ମାସ ହେବ ସମ୍ପୁର୍ଣ୍ଣ ହୋଇଛି। କିନ୍ତୁ ଉଦ୍ ଘାଟନ ହୋଇ ନାହିଁ ଯାହା ଦ୍ବାରା ଆଜି ତାହାର କିଛି ଅଂଶ ଭୂତକୋଠି ରେ ପରିଣତ ହେବା ସହ ଅନ୍ୟକିଛି ଅଂଶ ଠିକାଦାର ଙ୍କ କବଜାରେ ଅଛି। ସେହି ଉପ ସ୍ଵାସ୍ଥ୍ୟ କେନ୍ଦ୍ର ରେ ପାଣି ଟାଙ୍କର ରଖି ମେରିରାଜ ଚଳାଇଛନ୍ତି ବୋଲି ଦେଖି ବାକୁ ଏବେ ମିଳିଛି। ଏଠାରେ ଆଉ ଶିଶୁ ମଡକ ନହେବା ପାଇଁ ରାଜ୍ୟ ସରକାର ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବହୁ ଯୋଜନା ପ୍ରଣୟନ ହୋଇ ଛି। ସ୍ଵାସ୍ଥ୍ୟ କର୍ମୀ ଙ୍କ ପାଇଁ କ୍ୱାର୍ଟର ବ୍ୟବସ୍ଥା କରାଯାଇଛି ତଥାପି ଏଠିକାର ଲୋକେ ସ୍ଵାସ୍ଥ୍ୟ ସେବା ପାଇପାରି ନାହାନ୍ତି ବୋଲି କହିଛନ୍ତି। ସ୍ବାସ୍ଥ୍ୟ ସେବା ପାଇଁ କେତେ ବେଳେ ୭ ଦିନ ରେ ଥରେ ତ କେତେବେଳେ ୧ ମାସରେ ଥରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟିମ୍ ଯାଉଛି। ସ୍ବାସ୍ଥ୍ୟ ବିଭାଗର ଅବେବସ୍ଥା ପାଇଁ ନଗଡାରେ ଶିଶୁ ମୃତ୍ୟୁ ହୁଏ ଓ ଅସୁସ୍ଥ ଦେଖା ଦିଅନ୍ତି। ସାରା ବିଶ୍ବ ମାନଚିତ୍ରରେ ନଗଡା ଚର୍ଚା ର ବିଷୟ ପାଲଟିଥିଲା। ହେଲେ ନଗଡା ସ୍ଥିତି ଏବେବି ବିକଳାଙ୍ଗ ଭାବରେ ପଡ଼ି ରହିଛି। କେବେ ନଗଡା ର ସ୍ଥିତି ସରକାର ଅନୁଧ୍ୟାନ କରିବେ ବଦଳିବ ନଗଡା ର ସ୍ଥିତି।ଅନ୍ୟ ପଟେ ନଗଡା ରେ ପାନିୟ ଜଳ ପାଇଁ ସମ୍ପୁର୍ଣ୍ଣ ବିପର୍ଯ୍ୟୟ । ସେହି ଚୂଆପାଣି ସାହା ଭରଷା। ସମସ୍ତ ନଗଡା ବାସୀ ଚୁଆ ପାଣି ଉପରେ ନିର୍ଭରଶୀଳ କରୁଛନ୍ତି ସରକାର ଙ୍କ ପାନୁୟଜଳ ବେବସ୍ଥ ସମ୍ପୁର୍ଣ୍ଣ ଭାବେ ବିପର୍ଯ୍ୟୟ। ନଗଡା ବାସୀ ଙ୍କର ବିଭିନ୍ନ ପ୍ରକାରର ରୋଗରେ ଆକ୍ରାନ୍ତ ହୋଇ ଛନ୍ତି । ଆଉ ଗୋଟେ ପଟେ ସରକାରଙ୍କ ଶିଶୁ ମାନଙ୍କ ପାଇଁ ଥିବା ସମସ୍ତ ସରକାରୀ ଯୋଜନା ର ଖାଦ୍ୟ ଏବେବି ପହଞ୍ଚି ପାରିନାହିଁ। ଶିଶୁ ମାନେ ଅପପୁଷ୍ଟି ଖାଦ୍ୟ ଖାଇ ମୃତ୍ୟୁ ବରଣ ଠାରୁ ଆରମ୍ଭ କରି ଅସୁସ୍ଥତା ଦେଖାଦେଉଛି। ନଗଡା ବାସୀ ଙ୍କ ପାଇଁ ସରକାରଙ୍କ ଯୋଜନା ତେବେ ସପନ l ଦେଖି ବାକୁ ବାକି ରହିଲା ଦୀର୍ଘ ଦିନ ପରେ ମଧ୍ୟ ଆଜି ଓଡ଼ିଆରେ ଥିବା ଢଗ ଭଳି ଗୋଦରା କୋଡେ ଯେତେ ମାଡ଼େ ସେତେ ଭଳି ଜନସାଧାରଣ ଙ୍କ ଅର୍ଥ ଖର୍ଚ୍ଚ ହେଉଛି କିନ୍ତୁ ପ୍ରକୃତ କାର୍ଯ ରେ ତାହା ଲାଗି ପାରୁ ନାହିଁ ଯାହା ଆଗାମୀ ଦିନରେ ପୃବ ଭଳି ରାଜ୍ୟକୁ ଲଜ୍ଜିତ କଲାଭଳି ପରିସ୍ଥିତି ସୃଷ୍ଟି କରିବନି ତ ପୁଣି କିଛି ନିରିହ ଆଦିବାସୀ ଶିଶୁ ବଳି ପଡି ବେନିତ ଯଦି ଏହି ଭଳି ପରିସ୍ଥିତି ସୃଷ୍ଟି ହୁଏ ତାହା ପାଇଁ କିଏ ଦାୟୀ ହେବ। ତେବେ ସରକାରଙ୍କ ଦୃଷ୍ଟି କେବେ ପଡିବ ନଗଡା ସ୍ଥିତି ପରିବର୍ତ୍ତନ ହେବ l

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech