ସମଲବ୍ୟାରେଜ ଉଚ୍ଚ ବିଦ୍ୟାଳୟ ରେ ୭୨ ତମ ସାଧାରଣନ୍ତ୍ର ଦିବସ ପାଳିତ

ଜେ.ବି.ଏନ୍, ୨୬/୦୧ /୨୦୨୧, (ରିପୋର୍ଟ୍ ସୌମ୍ୟରଞ୍ଜନ ଶତପଥୀ) କଣିହାଁ : କଣିହାଁ ବ୍ଲକ ଅନ୍ତର୍ଗତ ସମଲବ୍ୟାରେଜ ଉଚ୍ଚ ବିଦ୍ୟାଳୟ ରେ ୭୨ ତମ ସାଧାରଣନ୍ତ୍ର ଦିବସ ପାଳିତ ହୋଇଛି। କୋରାନା କଟକଣା କୁ ମାନି ଏହା ପାଳନ କରାଯାଇଛି । ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ ଏଵଂ କର୍ମଚାରୀ ମାନେ ମିଶି ପାଳନ କରିଥିଲେ।



