ମା ମଙ୍ଗଳାଙ୍କ ମନ୍ଦିରରେ ଦର୍ଶକଙ୍କ ସମାବେଶ

ଜେ ବି ଏନ, ୨୭/୦୧ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), କଟକ : ଆଜି କାକଟ ପୁର୍ ମା ମଙ୍ଗଳା ଙ୍କ ମନ୍ଦିର ରେ ଦର୍ଶକ ଙ୍କ ବହୁ ମାତ୍ରା ରେ ଆଗ ମନ ହେଇଥିବା ଦେଖା ଯାଇଥିଲା ଆଜି ସାରା ଭାରତ୍ ଗଣ ତନ୍ତ୍ର ଦିବସ କୁ ନିଆରା ରୂପେ ପାଳନ କରିଥିଲେ l ସେଥିରେ ବହୁ ଲୋକ ମନ୍ଦିର ଯାଇ ମା ଙ୍କ ଦର୍ଶନ କରି ଆର୍ଶୀବାଦ ଗ୍ରହଣ କରିଥିବା ଲକ୍ଷ୍ୟ କରା ଯାଇଥିଲା କରୋନା ଯୋଗୁ ସବୁ ମନ୍ଦିର ବନ୍ଧ୍ ଥିଲା କିନ୍ତୁ ଏବେ ଜନତା ମନ୍ଦିର ଖୋଲିବା ରୁ ଅତି ଆନନ୍ଦ ଥିବା ଲକ୍ଷ୍ୟ କରା ଯାଇଛି ଦେଖନ୍ତୁ JBN TV କ୍ୟାମେରାରେ ରେକର୍ଡ ହେଇ ଥିବା ଏଇ ଦୃଶ୍ୟ l



