ଢେଙ୍କାନାଳ ଜିଲ୍ଲା ସିଦ୍ଧ ବଳଦେବ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ଘର ନିର୍ମାଣ ଦାବି

ଜେ ବି ଏନ, ୦୯/୦୩ /୨୦୨୧, (ରିପୋର୍ଟ, ଶୁଭମ ପାଣି), ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ସିଦ୍ଧ ବଳଦେବ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ଜିମା ଦାରଙ୍କ କାର୍ଯ୍ୟାଳୟ ରେ ଥିବା ଘର ଭାଙ୍ଗି ଯାଇ ପଡିରହିଥିବା ବେଳେ ବର୍ଷା ଖରା ଓ ଶୀତ ରେ ଠାକୁରଙ୍କର ବିଭିନ୍ନ୍ ପୂଜା ଉପକରଣ ଦିନକୁ ଦିନ ନଷ୍ଠ ହେବାରେ ଲାଗିଛି। ଘର ମପା ହୋଇଛି କାମ ହେଉନି ଦେବୋତ୍ତର ବିଭାଗ ପକ୍ଷରୁ ଏହାର କେବେ ପୁନଃ ଉଦ୍ଧାର ହେବ ତାହା ସାଧାରଣ ରେ ପ୍ରଶ୍ନ ବାଚି ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଉକ୍ତ ଢେଙ୍କାନାଳ ବାସୀ ଅନୁରୋଧ କରିଅଛନ୍ତି।




