ଓଡ଼ିଶା ଦିବସ ଓ ଅନୁଗୋଳ ପ୍ରତିଷ୍ଠା ଦିବସ ର ଅଭିନନ୍ଦନ ଜଣାଇଲେ ଉପ ବାଚସ୍ପତି

ଜେ ବି ଏନ, ୦୧/୦୪ /୨୦୨୧, ଅନୁଗୋଳ/ଭୁବନେଶ୍ବର : ଆଜି ଏପ୍ରିଲ ୦୧ ତାରିଖ ରେ ଓଡ଼ିଶା ଦିବସ ଓ ସମାନ ଭାବେ ଅନୁଗୋଳ ପ୍ରତିଷ୍ଠା ଦିବସ ର ଅଭିନନ୍ଦନ ଜଣାଇଲେ ଉପ ବାଚସ୍ପତି ଶ୍ରୀ ରଜନୀ କାନ୍ତ ସିଂ l ଶ୍ରୀ ସିଂହ ଟ୍ୱିଟ଼ କରି କହିଛନ୍ତି ଯେ ଓଡିଶା ଦିବସ ଉପଲକ୍ଷେ ସମଗ୍ର ରାଜ୍ୟ ବାସୀଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା। ପ୍ରାଚୀନ କଳା, ସଂସ୍କୃତି ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ ଆମର ଓଡିଶା କୁ ଆହୁରି ସମୃଦ୍ଧିଶାଳୀ,ବିକଶିତ ଏବଂ ସ୍ୱାବଲମ୍ବି କରିବା ନେଇ ସଂକଳ୍ପ ନେବା। ଜୟ ଜଗନ୍ନାଥ l
ସେହିପରି ଅନୁଗୋଳ ଜିଲ୍ଲାର ପ୍ରତିଷ୍ଠା ଦିବସ ଅବସରରେ ଅଭିନନ୍ଦନ ଜଣାଇ ଶ୍ରୀ ସିଂହ କହିଛନ୍ତି ଯେ ୨୮ତମ ଜିଲ୍ଲା ପ୍ରତିଷ୍ଠା ଦିବସ ଉପଲକ୍ଷେ ଜିଲ୍ଲା ବାସୀ ଙ୍କୁ ହାର୍ଦ୍ଧିକ ଅଭିନନ୍ଦନ।ଓଡିଶା ମାନଚିତ୍ର ଏବଂ ସମଗ୍ର ଦେଶ ରେ ଏକ ଅଗ୍ରଣୀ ଜିଲ୍ଲା ଭାବେ ପରିଚୟ ସୃଷ୍ଟି କରିବା ନେଇ ଜିଲ୍ଲା ର ପ୍ରତେକ ନାଗରିକଙ୍କୁ ଆହ୍ଵାନ।ଜିଲ୍ଲା ପ୍ରଗତି ଧାରା କୁ ଦୃତ ଗତିରେ ଆଗେଇବା ନେଇ ଅହରହ ପରିଶ୍ରମ ଜାରି ରହିବ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-17-scaled.jpg)


