Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେବା ସହ ପାଞ୍ଚଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡକ୍ତରେଟ ପ୍ରଦାନ କଲେ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ - Jagrat Bharat News

ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେବା ସହ ପାଞ୍ଚଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡକ୍ତରେଟ ପ୍ରଦାନ କଲେ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ

 

 

ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେବା ସହ ପାଞ୍ଚଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡକ୍ତରେଟ ପ୍ରଦାନ କଲେ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ

 

 

 

ଜେ ବି ଏନ, ୦୩/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ /ଭୁବନେଶ୍ବର :ଭାରତର ଗୌରବମୟ ଅତୀତରୁ ପ୍ରେରଣା ନେଇ ଔଦ୍ୟୋଗିକତା ଓ ନବୋନ୍ମେଷ ମନ୍ତ୍ରରେ ଦୀକ୍ଷିତ ହେବାକୁ ଉପରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କିୟା ନାଇଡୁ ଯୁବ ସମାଜକୁ ଆହ୍ୱାନ ଜଣାଇଛନ୍ତି । ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡିକ ଛାତ୍ରଛାତ୍ରୀଙ୍କୁ ଏକବିଂଶ ଶତାବ୍ଦୀର କୌଶଳ ସମ୍ପର୍କରେ ଶିକ୍ଷା ଦେଲେ ସେମାନେ ନିଯୁକ୍ତି ସୁଯୋଗ ପ୍ରଦାନକାରୀ ହୋଇପାରିବେ ବୋଲି ସେ କହିଛନ୍ତି ।

 

ଆଜି (ତା.୦୩.୦୪.୨୦୨୧) ଭୁବନେଶ୍ୱରଠାରେ ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ସମାରୋହରେ ଉଦବୋଧନ ଦେଇ ଉପରାଷ୍ଟ୍ରପତି ବିଦ୍ୟାର୍ଥୀ ଓ ଶିକ୍ଷକମାନଙ୍କୁ ଆନ୍ତର୍ଜାତିକ ଶିକ୍ଷା କ୍ଷେତ୍ରରେ ଭାରତର ଗୌରବମୟ ପରମ୍ପରା ସମ୍ପର୍କରେ ମଧ୍ୟ ସ୍ମରଣ କରାଇ ଦେଇଛନ୍ତି ।

 

ପ୍ରାଚୀନ ଭାରତୀୟ ଶିକ୍ଷାନୁଷ୍ଠାନ ଯଥା ତକ୍ଷଶୀଳା, ନାଳନ୍ଦା, ବଲ୍ଲଭୀ ଓ ବିକ୍ରମଶୀଳା ଇତ୍ୟାଦିର ଉଦାହରଣ ଦେଇ ସେ ଦେଶକୁ ଉଭୟ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପରିବର୍ତ୍ତନ ଆଣିବା ପାଇଁ ସକ୍ଷମ ବ୍ୟକ୍ତିମାନେ ଦେଶର ମହାନ ପରମ୍ପରାକୁ ଉପଜୀବ୍ୟ କରି ସ୍ୱୟଂସମ୍ପୂର୍ଣ୍ଣ ବ୍ୟକ୍ତି ଭାବେ ନିଜକୁ ଗଢ଼ିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । “ଶିକ୍ଷାର ଲକ୍ଷ୍ୟ କେବଳ ବୋଧଶକ୍ତି ବିକାଶ ନୁହେଁ ବରଂ ଏହା ଚରିତ୍ର ଗଠନ କରି ଏକବିଂଶ ଶତାବ୍ଦୀର ଆବଶ୍ୟକତା ପୂରଣ କରିପାରୁଥିବା କୌଶଳ ଶିଖି ସ୍ୱୟଂସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱ ବିକାଶ ପାଇଁ ଉଦ୍ଦିଷ୍ଟ” ବୋଲି ସେ କହିଛନ୍ତି ।

 

ଓଡ଼ିଶାରେ ୬୨ ପ୍ରକାର ବିଭିନ୍ନ ଜନଜାତିର ଲୋକ ବସବାସ କରୁଥିବା ତଥା ଏହା ରାଜ୍ୟ ଜନସଂଖ୍ୟାର ପ୍ରାୟ ଶତକଡା ୨୩ଭାଗ ହୋଇଥିବା ଦୃଷ୍ଟିରୁ ସେମାନଙ୍କ ବିକାଶ ଓ କଲ୍ୟାଣ ପ୍ରତି ଅଗ୍ରାଧିକାର ଦିଆଯିବା ଉପରେ ଶ୍ରୀ ନାଇଡୁ ଗୁରୁତ୍ୱ ଆରୋପ କରିଛନ୍ତି । ଆଦିବାସୀ ମାନଙ୍କୁ ସମ୍ମାନ ଓ ସମ୍ବେଦନଶୀଳତା ପ୍ରଦର୍ଶନ କରିବା ସହ ସେମାନଙ୍କ ପ୍ରତି ହାମବଡ଼ା ଭାବ ଭୂଲ ବୋଲି ସେ କହିଛନ୍ତି । “ପ୍ରକୃତି ସହ ସମଭାବାପନ୍ନ ହୋଇ ସରଳ ଜୀବନ ଅତିବାହିତ କରୁଥିବା ଆଦିବାସୀମାନଙ୍କଠାରୁ ଆମକୁ ଅନେକ ଶିଖିବାକୁ ଅଛି ଓ ଏହା ନିରାଟ ସତ୍ୟ” ବୋଲି ସେ ମତବ୍ୟକ୍ତ କରିଛନ୍ତି ।

 

ଏହି ପରିପ୍ରେକ୍ଷୀରେ ଉପରାଷ୍ଟ୍ରପତି ତଫସିଲଭୁକ୍ତ ଜାତି ଓ ଉପଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନର ନଜିର ଦେଇ କହିଥିଲେ ଯେ ଓଡ଼ିଶାର ଆଦିବାସୀ ଜନସଂଖ୍ୟା ମଧ୍ୟରେ କୋଭିଡ-୧୯ ମହାମାରୀ ପ୍ରକୋପ ପ୍ରାୟ ଦେଖାଯାଇନାହିଁ । ସେମାନଙ୍କ ଅନନ୍ୟ ପାରମ୍ପାରିକ ଚଳଣି ଯେପରିକି ଗୋଷ୍ଠୀବଦ୍ଧ ନହୋଇ ଧାଡି ଧାଡି କରି ଚାଲିବା ଓ ରୋଗ ପ୍ରତିରୋଧକାରୀ ବା ପ୍ରାକୃତିକ ଖାଦ୍ୟପେୟ ଯୋଗୁଁ ଏହା ପ୍ରାୟତଃ ସମ୍ଭବ ହୋଇଛି ।

 

ଆଦିବାସୀମାନଙ୍କ ଏପରି ସକାରାତ୍ମକ ବିଷୟମାନ ବିଦ୍ୟାଳୟ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ସେମାନଙ୍କ କଲ୍ୟାଣ ଓ ସର୍ବାଙ୍ଗୀନ ବିକାଶ ଉପରେ ଗବେଷଣା କରି ପନ୍ଥା ନିର୍ଦ୍ଧାରଣ ନିମନ୍ତେ ଉତ୍କଳ ବିଶ୍ୱବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନ ପଦକ୍ଷେପ ନେଇ ପାରିବ ବୋଲି ସେ ଆଶାପୋଷଣ କରିଛନ୍ତି ।

 

ଋାଜ୍ୟରେ ବାତ୍ୟା, ବନ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ନିୟମିତ ଭାବେ ଘଟୁଥିବାରୁ ବପର୍ଯ୍ୟୟ ପରିଚାଳନାକୁ ଶିକ୍ଷାର ପ୍ରଥମ ପର୍ଯ୍ୟାୟରୁ ହିଁ ଅନ୍ତର୍ଭୁକ୍ତ କରିବା ଉପରେ ଶ୍ରୀ ନାଇଡୁ ମତବ୍ୟକ୍ତ କରିଛନ୍ତି । ଏହା ଆମକୁ ଭବିଷ୍ୟତରେ ଏପରି କଠିନ ପରିସ୍ଥିତିର ସାମ୍ନା କରିବାକୁ ବହୁ ଆଗରୁ ପ୍ରସ୍ତୁତ କରିପାରିବ ବୋଲି ସେ କହିଛନ୍ତି ।

 

ଓଡ଼ିଶାର ମହାନ ସଂସ୍କୃତି ଓ ଇତିହାସର ଅବତାରଣା କରି ଉପରାଷ୍ଟ୍ରପତି କହିଛନ୍ତି ଯେ ଏହି ମହାନ କଳିଙ୍ଗ ମାଟି ସମ୍ରାଟ ଅଶୋକଙ୍କୁ ଶାନ୍ତିର ବାଣୀ ଶିକ୍ଷା ଦେଇଥିଲା ଏବଂ ଯେଉଁ ରାଜାମାନେ ଏହି ମାଟିରେ ଶାସନ କରିଥିଲେ ସେମାନେ ଦକ୍ଷିଣ ପୂର୍ବ ଏସିଆ ସହ ସାଂସ୍କୃତିକ ଭାବଧାରା ଆଦାନପ୍ରଦାନର ପ୍ରମୁଖ ସାଜିଥିଲେ । କଳିଙ୍ଗର ଗୌରବାମୟ ସାମୁଦ୍ରିକ ପରମ୍ପରାର ଉଲ୍ଲେଖ କରି କଳିଙ୍ଗର ବଣିକମାନେ ଶ୍ରୀଲଙ୍କା, ଜାଭା, ସୁମାତ୍ରା, ବାଲି ଓ ବର୍ମା ଭଳି ଦୂର ଦେଶ ସହ ବାଣିଜି୍ୟକ ସମ୍ପର୍କ ସ୍ଥାପନ କରିଥିଲେ ବୋଲି ସେ କହିଥିଲେ । କଳିଙ୍ଗର ନାବିକ ଓ ବଣିକମାନଙ୍କ ଔଦ୍ୟୋଗିକ କୌଶଳର ପ୍ରଶଂସା କରି ଉପରାଷ୍ଟ୍ରପତି ଯୁବପିଢ଼ି ସେମାନଙ୍କ ଦ୍ୱାରା ଅନୁପ୍ରାଣୀୀତ ହୋଇ ଏକ ସୁଖୀ ଓ ସମୃଦ୍ଧ ଭାରତ ଗଠନରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ ।

 

ଅଭିଭାଷଣରେ ଶ୍ରୀ ନାଇଡୁ ନବମ ଓ ଦଶମ ଶତାବ୍ଦୀରେ ଓଡ଼ିଶାକୁ ଶାସନ କରୁଥିବା ଭୌମକର ବଂଶୀ ନାରୀ ଶାସକ ମାନଙ୍କ ବିଷୟରେ ମଧ୍ୟ ଅବତାରଣା କରିଥିଲେ । ମହିଳା ସଶକ୍ତିକରଣର ଏହା ଏକ ଜ୍ୱଳନ୍ତ ନମୁନା ବୋଲି କହି ଯୁବପିଢ଼ି ସେମାନଙ୍କ ସମ୍ପର୍କରେ ଅଧ୍ୟୟନ କରିବା ସହ ଲିଙ୍ଗଗତ ବୈଷମ୍ୟ ଓ ଜାତିପ୍ରଥା, ସାଂପ୍ରଦାୟିକବାଦ ଓ ଦୁର୍ନୀତି ଭଳି ସାମାଜିକ ବ୍ୟାଧିର ନିରାକରଣ ପାଇଁ ବଜ୍ର ଶପଥ ନେବାକୁ ସେ ଆହ୍ୱାନ ଦେଇଥିଲେ ।

 

ବିଦ୍ୟାର୍ଥୀମାନଙ୍କୁ ଆଗାମୀ ପିଢ଼ିର ନେତା, ଆଇନଜୀବୀ, ଶିକ୍ଷାବିତ ଓ ପ୍ରଶାସକ ଭାବେ ଅଭିହିତ କରିବା ସହ ଉପରାଷ୍ଟ୍ରପତି ସେମାନଙ୍କ ଭବିଷ୍ୟତ ଦେଶର ଭବିଷ୍ୟତ ସହ ଅଙ୍ଗାଙ୍ଗୀ ଭାବେ ଜଡିତ ବୋଲି କହିଥିଲେ । ପ୍ରତ୍ୟେକ କ୍ଷେତ୍ରରେ ପାରଦର୍ଶୀ ହେବା ପାଇଁ ସେମାନେ ଶୃଙ୍ଖଳ, ସଚ୍ଚୋଟ ଓ କଠିନ ପରିଶ୍ରମୀ ହେବା ଦରକାର ବୋଲି ପରାମର୍ଶ ଦେଇଥିଲେ ।

 

ବଞ୍ଚିତ ଲୋକମାନଙ୍କ ପ୍ରତି ସମ୍ବେଦଶୀଳ ହେବାକୁ ସେ ବିଦ୍ୟାର୍ଥୀଙ୍କୁ ନିବେଦନ କରିଥିଲେ । ଯୁବଗୋଷ୍ଠୀଙ୍କୁ ପରିବର୍ତ୍ତନର ଚାବିକାଠି ବୋଲି ଦର୍ଶାଇ ସହ ସେମାନେ କ୍ଷୁଧା, ରୋଗ, ଅଜ୍ଞତା ଓ ଦେଶର ଅଭିବୃଦ୍ଧି ପଥରେ ଅନ୍ତରାୟ ସମସ୍ତ ମନ୍ଦ ବ୍ୟବସ୍ଥା ବିରୁଦ୍ଧରେ ସଂଗ୍ରାମ କରିବାକୁ କହିଥିଲେ ।

 

ବିଦ୍ୟାର୍ଥୀମାନଙ୍କ ଜୀବନରେ ସମାବର୍ତ୍ତନ ସମାରୋହ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ ହୋଇଥିବାରୁ ସେମାନେ ନିଜର ସମସ୍ତ ଅଧ୍ୟବସାୟ, ଖୋଲାମନ ଓ ଅନୁରାଗର ଉପଯୋଗ କରି ଜୀବନର ମହାର୍ଘ ଲକ୍ଷ୍ୟ ହାସଲ ଦିଗରେ ବ୍ରତୀ ହେବା ପାଇଁ ଶ୍ରୀ ନାଇଡୁ ପରାମର୍ଶ ଦେଇଥିଲେ । ସେ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନେ ଭବିଷ୍ୟତର ବିଶ୍ୱକର୍ମା ବନିବାକୁ ଆଶାପୋଷଣ କରିଥିଲେ ।

 

ଉତ୍କଳ ବିଶ୍ୱବିଦ୍ୟାଳୟକୁ ଶିକ୍ଷାର ଗନ୍ତାଘର ବୋଲି କହିବା ସହ ଏହା ଉଚ୍ଚ ଶୈଖିକ ମାନ ବଜାୟ ରଖିଥିବାରୁ ଉପରାଷ୍ଟ୍ରପତି ଭୂୟସୀ ପ୍ରଶଂସା କରିଥିଲେ ।

 

ଏହି ଅବସରରେ ଉପରାଷ୍ଟ୍ରପତି ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରବର୍ତ୍ତ ସମ୍ମାନସୂଚକ ଉପାଧିରେ ପାଞ୍ଚଜଣ ମହାନ ବ୍ୟକ୍ତିଙ୍କୁ ସମ୍ମାନିତ କରିଥିଲେ । ସେମାନେ ହେଲେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସ, ଭାରତର ମହାଲେଖା ନିୟନ୍ତକ ଶ୍ରୀ ଗିରୀଶ ଚନ୍ଦ୍ର ମୁର୍ମୁ, ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା, ଭାବା ଆଣବିକ ଗବେଷଣା କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଅଜିତ କୁମାର ମହାନ୍ତି ଏବଂ ରାଜ୍ୟ ସରାକରଙ୍କ ପରାମର୍ଶଦାତା ଡକ୍ଟର ବିଜୟ କୁମାର ସାହୁ ।

 

ଓଡ଼ିଶା ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ ଲାଲ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ, ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟ କୁଳସଚିବ ଡକ୍ଟର ଅଭୟ କୁମାର ନାୟକ, ଅଧ୍ୟକ୍ଷ ଷ୍ଟାଫ, ଅଭିଭାବକ, ଛାତ୍ରଛାତ୍ରୀ ଓ ଅନ୍ୟମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

 

 

 

 

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech