ଅଭିନେତା ଅକ୍ଷୟ କୁମାର କରୋନା ପଜିଟିଭ୍

ଜେ ବି ଏନ, ୦୪/୦୪/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ମୁମ୍ବାଇ : ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ କରୋନା ପଜିଟିଭ୍ ବୋଲି ଜଣାପଡିଛି। ଅକ୍ଷୟ କୁମାର ନିଜେ ଟୁଇଟ୍ କରି ଏହା ବିଷୟରେ ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଯେ କରୋନା ପଜିଟିଭ୍ ହେବା ପରେ ସେ ନିଜକୁ ଘରେ ରଖିଛନ୍ତି ଏବଂ ଆବଶ୍ୟକ ଚିକିତ୍ସା କରୁଛନ୍ତି।



