୨୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ସୂଚନା

ବାଲେଶ୍ଵର/ସୋର: ବଡ଼ଖୁରୀ ଉ.ପ୍ରା. ସ୍କୁଲର ୨୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ । ଖେଳୁଥିଲା ବେଳେ ଅସୁସ୍ଥ ଅନୁଭବ କରିବାରୁ ସୋର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଅସୁସ୍ଥ ହେବାର କାରଣ ଜଣାପଡ଼ିନାହିଁ। ତ୍ୱରିତ ଚିକିତ୍ସା ଆରମ୍ଭ ହୋଇଛି।

All rights reserved. Designed by Inter Softech