ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

ଆଜି ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକା ଦାବୀପତ୍ର ପ୍ରଦାନ କରାଯାଇଥିଲା। ଓଡ଼ିଶା ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଠିକା ପ୍ରଥାରେ କାର୍ଯ୍ୟରତ ୧୨୭୨ ଆର୍.ଜି.ଏସ୍.କେ ଆୟୁଷ ଡାକ୍ତରମାନଙ୍କ ନିଯୁକ୍ତିକୁ ସ୍ଥାୟୀ / ନିୟମିତ କରିବା ପାଇଁ ଅନୁରୋଧ କରାଯାଇଛି | ସେମାନଙ୍କ ଲିଖିତ ଅନୁରୋଧ ମୁତାବକ ସେମାନେ ଉଲ୍ଲେଖ କରିଛନ୍ତି ଯେ – ଆମ୍ଭେମାନେ ସମସ୍ତେ ମାନ୍ୟବର ଓଡ଼ିଶା ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ ଠିକା ପ୍ରଥାରେ କାର୍ଯ୍ୟରଟ ୧୨୬୨ ଆର୍.ବି.ଏସ୍.କେ ଆୟୁଷ ଡାକ୍ତରବୁଛି , ଆପଣଙ୍କ ଅବଗତି ନିମନ୍ତେ ଜଣାଇଅଛୁ କି ଦୀର୍ଘ ୦୯ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଆମ୍ଭେମାନେ ଓଡ଼ିଶାର ସମସ୍ତ ୦ରୁ ୧୮ ବର୍ଷ ବୟସର ପିଲାମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା , ରୋଗ ଚିହ୍ନଟ କରିବା ସହ ସେମାନଙ୍କୁ ନିରବଚ୍ଛିନ୍ନ ଭାବରେ ଆବଶ୍ୟକୀୟ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇ ଆସୁଛୁ । ତତ୍ ସଙ୍ଗେ ସଙ୍ଗେ ସାଧାରଣ ଜନତାଙ୍କୁ ମଧ୍ୟ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇ ଆସୁଛୁ । ବିଭିନ୍ନ ଦୈବୀ ଦୁର୍ବିପାକ ମହାମାରୀ ତଥା କୌଣସି ବି ଜରୁରୀ ପରିସ୍ଥିତିରେ ସାଧାରଣ ଜନତାଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଯାଇ ନିଜର ଜୀବନକୁ ବାଜି ଲଗାଇବାକୁ ପଛାଇ ନାହିଁ । ଏହାର ଜ୍ଵଳନ୍ତ ଦୃଷ୍ଟାନ୍ତ ବିଷୟରେ ଆପଣ ସମ୍ପୂର୍ଣ୍ଣ ଅବଗତ ଅଟନ୍ତି । ଯାହାକି କରୋନା ମହାମାରୀ ସଙ୍କ୍ରମଣ ସମୟର କଥା । କିନ୍ତୁ ଆସେମାନେ ସାରା ଓଡ଼ିଶାରେ କାର୍ଯ୍ୟରତ ସମସ୍ତ ଆର୍.ବି.ଏସ୍.କେ ଆୟୁଷ ଡାକ୍ତର ଅତ୍ୟନ୍ତ କ୍ଷୋଭର ସହ ପ୍ରକାଶ କରୁଛୁ ଯେ ମାନ୍ୟବର ଓଡ଼ିଶା ସରକାର ଆମ୍ଭମାନଙ୍କର ଅନୁରୋଧ ତଥା ନାର୍ଯ୍ୟ ଦାବି ପ୍ରତି କେବେ କର୍ଣ୍ଣପାତ କରୁନାହାଁନ୍ତି । କିନ୍ତୁ ଗତ ୨୦୨୨ , ୧୬ ଅକ୍ଟୋବରଦିନ ଏହି ଦୁଃଖର ମାତ୍ରା ବହୁଗୁଣିତ ହେବା ସହିତ ଆମ୍ଭମାନଙ୍କୁ ଓ ଆମମାନଙ୍କ ପରିବାରକୁ ମର୍ମାହତ କରିଥିଲା ଯେତେବେଳେ ମାନ୍ୟବର ଓଡ଼ିଶା ସରକାର ଆତ୍ମମାନଙ୍କୁ ବାଦ୍ ଦେଇ ବିଭିନ୍ନ ବିଭାଗର ୫୭ ହଜାର ଠିକା କର୍ମଚାରୀମାନଙ୍କ ନିଯୁକ୍ତିକୁ ସ୍ଥାୟୀ / ନିୟମିତ କରିଥିଲେ ଓ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଥିଲେ କି ଓଡ଼ିଶା ମାଟିରୁ ଠିକା ନିଯୁକ୍ତ ଭଳି କୁତ୍ସିଟ ପ୍ରଥା ସବୁଦିନ ପାଇଁ ଉଚ୍ଛେଦ କରାଗଲା । କିନ୍ତୁ ଏବେ ମଧ୍ୟ ଆମେ ୧୨୭୨ ଆର୍.ବି.ଏସ୍.କେ. ଆୟୁଷ ଡାକ୍ତର ମାନ୍ୟବର ଓଡ଼ିଶା ସରକାରଙ୍କ ଅଧୀନରେ ସେହି କୁତ୍ସିତ ପ୍ରଥା ତଥା ଠିକା ନିଯୁକ୍ତିରେ କାର୍ଯ୍ୟ କରୁଅଛୁ । ଏଣୁ ଆମେ ରାଜ୍ୟ ଆର୍.ବି.ଏସ୍.କେ ଆୟୁଷ ଡାକ୍ତର ସଂଘ , ଓଡ଼ିଶା ଆପଣଙ୍କ ନିକଟରେ ଗୁହାରି ଜଣାଉଅଛୁ କି ଆପଣ ଦୟା ପରବଶ ହୋଇ ଏହି ବିଷୟରେ ପୁଂଖାନୁପୁଂଖ ବିଚାର ବିମର୍ଷ କରି ଆମ୍ଭମାନଙ୍କ ନିଯୁକ୍ତିକୁ ସ୍ଥାୟୀ ନିୟମିତ କରିବା ପାଇଁ ଯଥାଶୀଘ୍ର କିଛି ପଦକ୍ଷେପ ନିଅନ୍ତୁ । ଆମର ପ୍ରଗାଢ ଆଶା ଓ ବିଶ୍ଵାସ ରହିଛି ଯେ ଏଥର ବିଶ୍ଚିତ ଭାବରେ ମାନ୍ୟବର ଓଡିଶା ସରକାର ଆତ୍ମମାନଙ୍କର ଗୁହାରିକୁ ଶୁଣିବେ , ଯାହାଦ୍ବାରା ମାନ୍ୟବର ଓଡିଶା ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ ଠିକା ପ୍ରଥାରେ କାର୍ଯ୍ୟରତ ୧୨୩୨ ଆର୍.ବି.ଏସ୍.କେ ଆୟୁଷ ଡାକ୍ତରଙ୍କ ଦୀର୍ଘ ଦିନର ଆଶା ପୂରଣ ହେବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ମୁହଁରେ ହସ ଫୁଟିବ ।

ପୁନର୍ବାର ଆପଣଙ୍କୁ ବିନମ୍ରତାର ସହିତ ଅବଗତ କରାଉଅଛୁ କି ଯଦି ଚଳିତ ଫେବୃଆରୀ ମାସ ୧୦ ତାରିଖ ମଧ୍ୟରାତ୍ର ସୁଦ୍ଧା ମାନ୍ୟବର ଓଡ଼ିଶା ସରକାର ଆମମାନଙ୍କର ଗୋଟିଏ ଦାବି ନୂଆ କାର୍ଯ୍ୟ ଦାବି , ଆମ୍ଭମାନଙ୍କର ନିଯୁକ୍ତିକୁ ସ୍ଥାୟୀ ନିୟମିତ କରାଯିବା ସମ୍ବନ୍ଧରେ କିଛି ନିଶ୍ଚିତ ପଦକ୍ଷେପ ନନେଲେ ଆମ୍ଭେମାନେ ମାନ୍ୟବର ଓଡ଼ିଶା ସରକାରଙ୍କ ଜାତୀୟ ସ୍ଵାସ୍ଥ୍ୟ ମିଶନ ଅଧୀନରେ ଠିକା ପ୍ରଥାରେ କାର୍ଯ୍ୟରତ ସମସ୍ତ ଆର୍ . ବି . ଏସ୍.କେ ଆୟୁଷ ଡାକ୍ତର ଗୋଟିଏ ଜରୁରୀ ବିଭାଗରେ ସମ୍ମାନଜନକ ପଦବୀରେ କାର୍ଯ୍ୟରତ ଥାଇ ମଧ୍ୟ ନିଜର ଇଚ୍ଛା ବିରୁଦ୍ଧରେ ଆମର କାର୍ଯ୍ୟସ୍ଥଳରେ ଚଳିତ ଫେବୃଆରୀ ମାସ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ୍‌ ପିନ୍ଧି ମାନ୍ୟବର ଓଡ଼ିଶା ସରକାରଙ୍କୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଜଣାଇବାକୁ ବାଧ୍ୟ ହେବୁ 1 ଯଦି ଚଳିତ ଫେବୃଆରୀ ମାସ ୧୪ ତାରିଖ ମଧ୍ୟରାତ୍ର ସୁଦ୍ଧା ମାନ୍ୟବର ଓଡ଼ିଶା ସରକାର ଆମର ଦାବି ପୂରଣ ସମ୍ବନ୍ଧରେ କିଛି ସକାରାତ୍ମକ ପଦକ୍ଷେପ ନନେଲେ ଆମ୍ଭେମାନେ ମାନ୍ୟବର ଓଡ଼ିଶା ସରକାରଙ୍କ ଜାତୀୟ ସ୍ଵାସ୍ଥ୍ୟ ମିଶନ ଅଧୀନରେ ଠିକା ଯଥାରେ କାର୍ଯ୍ୟରତ ସମସ୍ତ ଆର . ବି . ଏସ୍.କେ ଆୟୁଷ ଡାକ୍ତର ଆମର କାର୍ଯ୍ୟସ୍ଥଳରେ ଉପସ୍ଥିତ ରହି ଦୈନନ୍ଦିନ କାର୍ଯ୍ୟରେ ଶାନ୍ତିପୂର୍ଣ୍ଣ ଅସହଯୋଗ କରିବୁ । ଏସବୁ ସତ୍ତ୍ଵେ ମଧ୍ଯ ଯଦି ମାନ୍ୟବର ଓଡ଼ିଶା ସରକାର ଚଳିତ ଫେବୃଆରୀ ମାସ ୧୯ ତାରିଖ ମରାହ ସୁଦ୍ଧା ଆମର ଦାବି ପୂରଣ ସମ୍ବନ୍ଧରେ କିଛି ନିଶ୍ଚିତ ପଦକ୍ଷେପ ନନେଲେ ଆମ୍ଭେମାନେ ମାନ୍ୟବର ଓଡ଼ିଶା ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଠିକା ପ୍ରଥାରେ କାର୍ଯ୍ୟରତ ୧୨୭୨ ଆର୍ . ବି . ଏସ୍ କେ ଆୟୁଷ ଡାଲୁର ଚଳିତ ଫେବୃଆରୀ ମାସ ୨୦ ତାରିଖ ଠାରୁ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବା ସହିତ ଭୁବନେଶ୍ଵରର ଲୋୟର ପି.ଏମ୍.ଜି. ଠାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣାରେ ବସିବୁ ଏବଂ ଦରକାର ପଡିଲେ ସପରିବାର ଭୁବନେଶ୍ୱରର ଲୋୟର ପି.ଏମ୍.ଜି. ଠାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣାରେ ବସିବାକୁ ବାଧ୍ୟ ହେବୁ । ମାନ୍ୟବର ଓଡ଼ିଶା ସରକାରଙ୍କ ଠାରୁ ଆମର ଦାବି ପୂରଣ ସମ୍ବନ୍ଧୀୟ ସକାରାତ୍ମକ ଲିଖିତ ଉତ୍ତର ଓ ପ୍ରତିଶ୍ରୁତି ଅପେକ୍ଷାରେ ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech