ଭୁବନେଶ୍ୱରରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗଦେଲେ

ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇ ଅଭିଭାଷଣ ପ୍ରଦାନ କରିଛନ୍ତି।

ଏହି ସମାବେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ଯେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ଉତ୍ସବରେ ଅଂଶଗ୍ରହଣ କରି ସେ ଅତ୍ୟନ୍ତ ଆନନ୍ଦିତ, ଯାହା ମାତୃ ଶକ୍ତି ଏବଂ ସାମର୍ଥ୍ୟକୁ ଜାଗ୍ରତ କରିବା ଏବଂ ଏକ ସୁସ୍ଥ ମାନବ ସମାଜ ଗଠନ ଲକ୍ଷ୍ୟରେ ପ୍ରତିଷ୍ଠିତ ହୋଇଛି। ସେ କହିଛନ୍ତି ଯେ ଏହା ଏକ ଗର୍ବର ବିଷୟ ଯେ ଏହି ମିଶନ ପରମହଂସ ଯୋଗାନନ୍ଦ ଜୀ ଙ୍କ ମାତାଙ୍କ ନାମରେ ନାମିତ ହୋଇଛି ଯିଏକି ତାଙ୍କର ପ୍ରେରଣାର ଉତ୍ସ ଅଟନ୍ତି।

ରାଷ୍ଟ୍ରପତି କହିଛନ୍ତି ଯେ ଆମର ସାଧୁମାନେ ଆମକୁ ମାତା, ପିତା, ଶିକ୍ଷକ ଏବଂ ଅତିଥିଙ୍କୁ ଭଗବାନ ବୋଲି ବିବେଚନା କରିବାକୁ ପରାମର୍ଶ ଦେଇଛନ୍ତି। କିନ୍ତୁ ଆମେ ଏହି ଶିକ୍ଷାକୁ ଆମ ଜୀବନରେ ଗ୍ରହଣ କରୁ କି? ଏହା ଏକ ବଡ ପ୍ରଶ୍ନ। ପିଲାମାନେ ସେମାନଙ୍କର ପିତାମାତାଙ୍କର ଉପଯୁକ୍ତ ଯତ୍ନ ନେଉଛନ୍ତି କି? ପ୍ରାୟତଃ, ବୃଦ୍ଧ ପିତାମାତାଙ୍କ ଦୁଃଖଦ କାହାଣୀ ଆମେ ଖବରକାଗଜରେ ଦେଖିବାକୁ ପାଇଥାଉ। ସେ କହିଛନ୍ତି ଯେ କେବଳ ପିତାମାତାଙ୍କୁ ଭଗବାନ ବୋଲି କହିବା ଏବଂ ସେମାନଙ୍କ ଫଟୋକୁ ପୂଜା କରିବା ଆଧ୍ୟାତ୍ମିକତା ନୁହେଁ। ପିତାମାତାଙ୍କ ଯତ୍ନ ନେବା ଏବଂ ସେମାନଙ୍କୁ ସମ୍ମାନ ଦେବା ଗୁରୁତ୍ୱପୂର୍ଣ୍ଣ। ବରିଷ୍ଠ ନାଗରିକ, ବୟସ୍କ ବ୍ୟକ୍ତି ଏବଂ ଅସୁସ୍ଥଙ୍କ ସେବାକୁ ସେମାନଙ୍କ ଜୀବନର ଶପଥ ଭାବରେ ଗ୍ରହଣ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଏହା ହେଉଛି ମାନବ ଧର୍ମ।

ଜ୍ଞାନପ୍ରଭା ମିଶନ ‘କ୍ରିୟା ଯୋଗ’କୁ ଲୋକପ୍ରିୟ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ଉଲ୍ଲେଖ କରି ରାଷ୍ଟ୍ରପତି କହିଛନ୍ତି ଯେ ଯୋଗ ହେଉଛି ଭାରତର ଏକ ପ୍ରାଚୀନ ବିଜ୍ଞାନ ଏବଂ ଆଧ୍ୟାତ୍ମିକ ଅଭ୍ୟାସ, ଯାହାର ଉଦ୍ଦେଶ୍ୟ ହେଉଛି ଏକ ସୁସ୍ଥ ମାନବ ସମାଜ ଗଠନ କରିବା। ସୁସ୍ଥ ଜୀବନ ପାଇଁ ଉପଶମ ଅପେକ୍ଷା ପ୍ରତିରୋଧକ ବ୍ୟବସ୍ଥା ଗ୍ରହଣ କରିବା ଉଚିତ୍। ଆମେ ‘ଯୋଗ-ଯୁକ୍ତ’ (ଯୋଗ ସହିତ ଜଡିତ) ହେଲେ, ‘ରୋଗ-ମୁକ୍ତ’ (ରୋଗମୁକ୍ତ) ରହିପାରିବା । ଯୋଗ ମାଧ୍ୟମରେ ଆମେ ଏକ ସୁସ୍ଥ ଶରୀର ଏବଂ ଶାନ୍ତିପୂର୍ଣ୍ଣ ମନ ହାସଲ କରିପାରିବା। ଆଜିର ଦୁନିଆରେ ବସ୍ତୁବାଦୀ ସୁଖ ହାସଲ କରିବା ବହୁତ ସହଜ। କିନ୍ତୁ ପ୍ରକୃତ ଶାନ୍ତି ଲାଭ କରିବା ବହୁତ କଷ୍ଟକର। ଯୋଗ ହେଉଛି ମାନସିକ ଶାନ୍ତି ପାଇବା ପାଇଁ ଏକମାତ୍ର ଉପାୟ।

ରାଷ୍ଟ୍ରପତି କହିଛନ୍ତି ଯେ ଆମର ବସ୍ତୁବାଦୀ ଆଶା ଏବଂ ଆକାଂକ୍ଷା ଦିନକୁ ଦିନ ବୃଦ୍ଧି ପାଉଛି, କିନ୍ତୁ ଆମେ ଧୀରେ ଧୀରେ ଆମ ଜୀବନର ଆଧ୍ୟାତ୍ମିକ ଦିଗରୁ ଦୂରେଇ ଯାଉଛୁ। ପୃଥିବୀର ଉତ୍ସଗୁଡ଼ିକ ସୀମିତ, କିନ୍ତୁ ମନୁଷ୍ୟର ଇଚ୍ଛା ସୀମାହୀନ । ବର୍ତ୍ତମାନର ଦୁନିଆ ପ୍ରକୃତିର ଅସାଧାରଣ ଆଚରଣ ଦେଖିବାକୁ ପାଉଛି ଯାହା ଜଳବାୟୁ ପରିବର୍ତ୍ତନ ଏବଂ ପୃଥିବୀର ତାପମାତ୍ରା ବୃଦ୍ଧିରେ ପ୍ରତିଫଳିତ ହୋଇଛି। ଆମର ପରବର୍ତ୍ତୀ ପୀଢ଼ିକୁ ଏକ ସୁରକ୍ଷିତ ଭବିଷ୍ୟତ ଦେବା ପାଇଁ, ଏକ ପ୍ରକୃତି ଅନୁକୂଳ ଜୀବନଶୈଳୀ ଏକାନ୍ତ ଆବଶ୍ୟକ। ଭାରତୀୟ ପରମ୍ପରାରେ ବ୍ରହ୍ମାଣ୍ଡ ଏକ ଏବଂ ଅବିଚ୍ଛେଦ୍ୟ। ମଣିଷ ଏହି ବ୍ରହ୍ମାଣ୍ଡର କେବଳ ଏକ ଛୋଟ ଅଂଶ। ବିଜ୍ଞାନରେ ଆମେ ଯେତେ ଅଗ୍ରଗତି କଲେ ମଧ୍ୟ, ଆମେ ପ୍ରକୃତି ଉପରେ କଦାପି ବିଜୟ ହାସଲ କରିପାରିବ ନାହିଁ । ଆମେ ପ୍ରକୃତିର ସନ୍ତାନ। ଆମେ ପ୍ରକୃତି ପାଇଁ ସର୍ବଦା କୃତଜ୍ଞତା ପ୍ରକାଶ କରିବା ଉଚିତ୍। ପ୍ରକୃତି ସହିତ ସମନ୍ବୟ ସ୍ଥାପନ କରି ଆମେ ଏକ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବା ଉଚିତ୍।

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech