ଢେଙ୍କାନାଳ: ୧୧।୦୨।୨୦୨୩: ଆଜି କୋର୍ଟ ପରିସରରେ ଜାତୀୟ

ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଢେଙ୍କାନାଳ ମୁଖ୍ଯ ଶାଖାର ମୁଖ୍ଯ ପ୍ରବନ୍ଧକ ମୀନକେତନ ବାରଲେବଡ଼ିଆ, ଢେଙ୍କାନାଳ ବଜାର ଶାଖାର ଶାଖା ପ୍ରବନ୍ଧକ ବିଶ୍ବରଞ୍ଜନ ମହାପାତ୍ର, ମହିଷପାଟ ଏଡିବିର କ୍ଷେତ୍ରାଧିକାରୀ ଉମେଶ ଚନ୍ଦ୍ର ସାହୁ, ବେଲଟିକ୍ରି କାଇମାଟି ଶାଖାର ଶାଖା ପ୍ରବନ୍ଧକ ଚିରଞ୍ଜୀବ ବରାଳ, ଗୋବିନ୍ଦପୁର ଶାଖାର ଶାଖା ପ୍ରବନ୍ଧକ ଶୁଭମ ଦାସ ବିଶ୍ବାସ ଓ ଷଡଙ୍ଗୀ ଶାଖାର ଶାଖା ପ୍ରବନ୍ଧକ ସୁବ୍ରତ କୁମାର ପଣ୍ଡା ଉପସ୍ଥିତ ରହି ଅନାଦେୟ ଋଣ ସମାଧାନ କରିଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

