ଚୈତ୍ର ମାସ ରେ ଚଇତିଘଟ



ଅଧିଷ୍ଟାତ୍ରି ଦେବୀ ମା କାକଟପୁରୁ ମଙ୍ଗଳାଙ୍କର ଚଇତି ପର୍ବ ଝାମୁ ଯାତ୍ରା ପାଇଁ ଚଇତିଘଟ ବୁଲୁଥିବାର ଦେଖିବାକୁ ମିଳୁଛି ଆଜି ଢେଙ୍କାନାଳ ସହରରେ ମାଙ୍କର ଚଇତିଘଟ ସହର ପରିକ୍ରମା କରୁଥିବା ବେଳେ ଭକ୍ତ ମାନଙ୍କ ଦ୍ଵାରା ଧୂପ, ଦ୍ୱୀପ,ମାଙ୍କର ପ୍ରିୟ ଭୋଗ ପଣା ଲାଗି କରାଯାଇଥିଲା । ମାଙ୍କ କାଳେଶୀ ନିତ୍ୟାନନ୍ଦ ରଣା ଦୀର୍ଘ ଏକ ମାସ ଧରୀ ନିଷ୍ଟା ର ସହ ମାଙ୍କର ପୂଜାର୍ଚ୍ଚନା କରୁଥିବା ବେଳେ ଝାମୁ ଯାତ୍ରା ପାଇଁ ଚଇତି ଘଟ ପରିକ୍ରମା କରୁଥିବା ଦେଖିବାକୁ ମିଳିଛି।




