ରାଜ୍ୟ ବିଜେପିର ନୂଆ ସଭାପତି ହେଲେ ମନମୋହନ ସାମଲ । ନିର୍ବାଚନ ପୂର୍ବରୁ ବିଜେପି ବଦଳାଇଲା ବ୍ରିଗେଡ୍ । ପ୍ରଥମେ କ୍ଷେତ୍ରୀୟ ପ୍ରଭାରୀ ନିଯକ୍ତ ହେବା, ବିରୋଧୀ ଦଳ ନେତା ବଦଳିବା ଓ ତା’ପରେ ହଠାତ ଦଳର ସଭାପତି ପରିବର୍ତ୍ତନ ହୋଇଛନ୍ତି । ସମସ୍ତେ ବେଶ ଆକ୍ରମଣାତ୍ନକ ନେତା ଭାବେ ଜଣାଶୁଣା । ୨୦୦୦ରୁ ୨୦୦୯ ମେଣ୍ଟ ସରକାରରେ ଅନ୍ୟତମ ପାୱାରଫୁଲ ନେତା ମନମୋହନ ସାମଲ ହୋଇଛନ୍ତି ରାଜ୍ୟ ବିଜେପିର ନୂଆ ସଭାପତି ।

June 14, 2026/
No Comments



