ଫାଟକ ଜଗୁଆଳି ନିଲମ୍ବିତ
କାର୍ଯ୍ୟରେ ଅବହେଳା ପାଇଁ ଜଗୁଆଳି ରତ୍ନାକର ମହାନ୍ତ କାର୍ଯ୍ୟରୁ ନିଲମ୍ବିତ। ଖଡ଼କପୁର ଡିଭିଜନରେ ରିପୋର୍ଟିଂ କରିବାକୁ ନିର୍ଦ୍ଦେଶ ।ମୟୂରଭଞ୍ଜ ବେତନଟୀ ଯୁଗୁପୁରା ରେଳ ଫାଟକରେ ଟ୍ରେନ୍ ଆସିବା ସମୟରେ ଗେଟ୍ ପକାଇନଥିଲେ। ଟ୍ରେନ୍ ଡ୍ରାଇଭରଙ୍କ ଯୋଗୁଁ ଦୁର୍ଘଟଣା ଟଳିଗଲା।

All rights reserved. Designed by Inter Softech