
ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର
କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ପାଣପଶି ଗ୍ରାମ ଶେଷ ମୁଣ୍ଡରେ ଗୁରୁବାର ସକାଳୁ ଉଖୁଣ୍ଡା ଢ଼ିପା ସାହିର ଫକୀର ମହାନ୍ତ ତାଙ୍କ ବୟସ ୬୫ ବୋଲି ଜଣାପଡିଛି ମୃତକଙ୍କ ଦେହ ପାଖରେ ପଡ଼ିଥିବା ଦେଖିବାକୁ ମିଳିଛି ପଲିଥିନ ରେ କୀଟନାଶକ ବୋତଲ ସହିତ ଗ୍ଲାସ୍ ରହିଛି ତେବେ ପାରିପାର୍ଶ୍ବିକ ସ୍ଥିତିରୁ ବ୍ୟକ୍ତି ଜଣକ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ଖବର ପାଇ ତୁରୁମୁଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ତେବେ ବ୍ୟକ୍ତି ଜଣକ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ତୁରୁମୁଙ୍ଗା ପୋଲିସ ତଦନ୍ତ ଜାରି ରଖିଛି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)