ତାଳଚେର ଭୂଗର୍ଭରେ ସଠିକ ଭାବେ ହେଉନି ବାଲିଫିଲିଙ୍ଗଆଉ ପ୍ରଦ୍ୟୁଷଣ ଭୂକ୍ତଭୋଗୀ ହିଁ କହିବ!

ତାଳଚେର ଭୂଗର୍ଭରେ ସଠିକ ଭାବେ ହେଉନି ବାଲିଫିଲିଙ୍ଗ
ଆଉ ପ୍ରଦ୍ୟୁଷଣ ଭୂକ୍ତଭୋଗୀ ହିଁ କହିବ!
ତାଳଚେର, ୨୦/୦୯ ତାଳଚେରରକୁ ସବୁ ଦିଗରୁ ବିପଦ! ଜନବସତି ତଳେ ମାଟି ଫମ୍ପା ହୋଇଯାଇଥିବା ବେଳେ ଭୂପୃଷ୍ଠରେ ବାୟୁ ପ୍ରଦ୍ୟୁଷଣ ଲୋକଙ୍କୁ ଅଣନିଶ୍ୱାସୀ କରୁଛି । ଭୂକମ୍ପ ପ୍ରଣବ ବଳୟରେ ରହିଛି ତାଳଚେର, ଫଳରେ ତାଳଚେରବାସୀ ଘୋର ଚିନ୍ତାରେ ଅଛନ୍ତି ।
ତାଳଚେର ସହର ଦେଉଳବଡ଼ା ଖଣିରୁ କୋଇଲା ଉତୋଳନ ପରେ ଭୂପୃଷ୍ଠକୁ ଟେକି ଧରିବାକୁ ଖଣି ଭିତରେ ଛାଡ଼ି ଦିଆଯାଇଛି କୋଇଲା ଖମ୍ବ । କେତୋଟି କୋଇଲା ଖମ୍ବ ଉପରେ ତାଳଚେର ସହର ରହିଛି । ଭୂଗର୍ଭରେ ଖଣିର ସୀମା ପୂର୍ବପଶ୍ଚିମ ଦିଗରେ ସାଢ଼େ ୪କିମି ଓ ଉତର ଦକ୍ଷିଣକୁ ୨.୧ କିମି ବ୍ୟାପିଛି । ଖଣିରୁ କୋଇଲା ଉତୋଳନ ପରେ ଖାଲି ସ୍ଥାନରେ ପର୍ଯ୍ୟନ୍ତ ବାଲି ଭର୍ତି କରାଯାଇ ନଥିବା କୁହାଯାଉଛି । ଫଳରେ ତାଳଚେର ସହରର ସ୍ଥାୟୀତ୍ୱନେଇ ଅନିଶ୍ଚିତତା ଦେଖାଦେଇଛି । ଝାଡ଼ଖଣ୍ଡ ଧନାବାଦ୍ ସେଟ୍ରାଂଲ ମାଇନିଙ୍ଗ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ର ବିଶେଷଜ୍ଞମାନେ ଅତୀତର ଏହି ଅଂଚଳର ସମୀକ୍ଷା କରି ଏଠାରେ ନିର୍ମାଣ କାର୍ଯ୍ୟ ନକରିବାକୁ ଖଣି ସୁରକ୍ଷା ନିର୍ଦ୍ଦେଶକଙ୍କୁ ପରାମର୍ଶ ଦେଇଛନ୍ତି ବୋଲି କୁହାଯାଉଛି ।
ଭୂଗର୍ଭ ସ୍ଥିତି ଏଭଳି ଥିବା ବେଳେ ଭୂପୃଷ୍ଠରେ ବାୟୁରୁ ବିଷ ଶୋସୁଛନ୍ତି ତାଳଚେରବାସୀ । ତାଳଚେର ସହର ଓ ଆଖପାଖ ଅଂଚଳର ବାୟୁ ପ୍ରଦୁଷ୍ୟଣ ସୀମା ଉଲଘଂନ କରିଛି । ଖଣି ରାସ୍ତା, ଜାତୀୟ ରାଜପଥ, ଅଂଚଳରେ ଥିବା କୋଇଲା ଖଣି, ତାପଜ ବିଦ୍ୟୁତ୍ କେନ୍ଦ୍ର ଗୁଡ଼ିକ ଆର୍ଥିକ ଉନ୍ନତିର କାରଣ ସାଜିଥିବା ବେଳେ ପ୍ରଦ୍ୟୁଷଣ ହିଁ ତାଳଚେରବାସୀଙ୍କ ପାଇଁ ମୁଣ୍ଡବ୍ୟଥା ସୃଷ୍ଟି କରିଛି । ଆନ୍ତର୍ଜାତିକ ସଂସ୍ଥା ଗ୍ରିନପିସ୍ ପକ୍ଷରୁ ଦୁଇବର୍ଷ ପୂର୍ବରୁ ପ୍ରକାଶିତ ତାଲିକାରେ ବିଶ୍ୱର ସର୍ବାଧିକ ପ୍ରଦ୍ୟୁଷିତ ସହର ମାନଙ୍କ ମଧ୍ୟରେ ତାଳଚେରର ନାମ ରହିଛି । ସେହିପରି କୋଲଇଣ୍ଡିଆର ଏକ ସହଯୋଗୀ ସଂସ୍ଥା ‘ସେଟ୍ରାଲ ମାଇନିଂ ପ୍ଲାନିଂ ଆଣ୍ଡ ଡ଼ିଜାଇନ୍ ଉନଷ୍ଟିଚ୍ୟୁଟ୍ ପକ୍ଷରୁ ଏଅଂଚଳର ବାୟୁ ପ୍ରଦୁଷ୍ୟଣ ମାତ୍ରା ମାପିବା ପରେ ଏହାର ରିପୋର୍ଟ କେନ୍ଦ୍ର ପରିବେଶ ମନ୍ତ୍ରାଳୟକୁ ପୂର୍ବରୁ ଦିଆଯାଇଛି ବୋଲି ଜଣାଯାଏ । ତାଳଚେର ପୌରାଚଂଳର ମଣ୍ଡାପାଳ ଡ଼ାକ୍ତରଖାନା, ଲିଙ୍ଗରାଜ ଖଣି ପ୍ରବନ୍ଧକଙ୍କ କାର୍ଯ୍ୟାଳୟ ଖଣି ରାସ୍ତା ଓ ପୌରାଚଂଳ ନିକଟ ଡ଼େରା ପ୍ରବନ୍ଧକଙ୍କ କାର୍ଯ୍ୟାଳୟରେ ପ୍ରଦ୍ୟୁଷଣ ମାପକ ଯନ୍ତ୍ର ବସାଯାଇ ପ୍ରଦ୍ୟୁଷଣ ମାତ୍ରା ରେକର୍ଡ଼ କରାଯାଇଥିଲା । ସ୍ୱାଭାବିକ ଜୀବନଧାରଣ ପାଇଁ ବାୟୁମଣ୍ଡଳରେ ପିଏମ ୨.୫ ପରିମାଣ ୩୫-୪୦ ମାଇକ୍ରୋ ଗ୍ରାମ ହୋଇଥିବା ବେଳେ ପିଏମ ୧୦ର ଅନୁମୋଦିତ ହାର ୬୦-୭୦ ମାଇକ୍ରୋ ଗ୍ରାମ ଅଟେ । ଏବେ ତାଳଚେରର ପିଏମ ୨.୫ର ପରିମାଣ ୩୨୯କୁ ଛୁଇଁଥିବା ବେଳେ ପିଏମ ୧୦ର ୩୦୯ରେ ପଂହଚିଥିବା ଜାତୀୟ ବାୟୁ ଗୁଣବତା ପକ୍ଷରୁ ୱେବ ସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି । ଏଭଳି ପ୍ରଦ୍ୟୁଷଣ ବୃଦ୍ଧି ଦ୍ୱାରା ସହରବାସୀଙ୍କ ଆଖି, ନାକ, ଗଳା, ଫୁସଫୁସ୍ ସଂକ୍ରମିତ ହେବା ନାକରୁ ପାଣି ବହିବା, ଥଣ୍ଡା ହେବା, ପ୍ରଶ୍ୱାସରେ କଷ୍ଟହେବା ଇତ୍ୟାଦି । ଭୂଗର୍ଭ ଓ ଭୂପୃଷ୍ଠ ତାଳଚେରବାସୀଙ୍କ ପାଇଁ ବିପଦ ସୃଷ୍ଟି କରିଥିବା ବେଳେ ଏବେ ସମଗ୍ର ଅଂଚଳରେ ଭୂକମ୍ପ ପ୍ରଣବ ବଳୟରେ ଆସିବା ଖବର ତାଳଚେରବାସୀଙ୍କ ନିଦ ହଜାଇ ଦେଇଥିବା ବେଳେ ସଠିକଭାବେ ବାଲି ଭୂଗର୍ଭରେ ଫିଲିଙ୍ଗ କରାଯାଉ ନାହିଁ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ତାଳଚେରରେ ଭୂଗର୍ଭ ଫମ୍ପା ହୋଇଥିଲେ ହେଁ ଅଂଚଳବାସୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେବା କଥା, କେତେ ବେଳେ ଯେ, କ’ଣ ଘଟିବ ତାହା କିଏ କହିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି ।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • Wishing
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • Wishing
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • Wishing
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • Wishing
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech