ସାପ କାମୁଡାରେ ବୃଦ୍ଧାଙ୍କ ମୃତ୍ୟୁ
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଗ୍ରାମର ପଞ୍ଚାୟତ ପଲାନାଣିଘାଟି କୁମୁଳା ବାହାଳି ରଙ୍ଗା ମାଟି ସାହିରେ ବୁଧବାର ୧୦ ଟା ସମୟରେ ଜଣେ ୮୫ ବର୍ଷୀୟ ବୃଦ୍ଧା ଙ୍କୁ ଚିତି ସାପ କାମୁଡ଼ିଦେବାରୁ ବୃଦ୍ଧା ଙ୍କ ମୃତ୍ୟୁ ଘଟିଛି।ବୃଦ୍ଧା ଜଣକ ହେଉଛନ୍ତି ଉକ୍ତ ଗାଁ ର ସାଇଗେନ ମୁଣ୍ଡା। ସୂଚନା ଅନୁଯାୟୀ ସାଇଗେନ ବୁଧବାର ରାତ୍ରି ଘରେ ଖଟରେ ଶୋଇଥିବା ବେଳେ ଏକ ଚିତ୍ତି ସାପତାଙ୍କ ଡାଙ୍କ ଡାହାଣ ହାତ ରେ କାମୁଡି ଦେଇଛି।ଫଳରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ଯେ ସାଇଗନ ରାତ୍ରି ରେ ଶୋଇଥିବା ବେଳେ ସାପ କାମୁଡି ଦେଇଥିଲା।ସେ ସାପ କୁ ମୂଷା ଭାବି ଜାବୁଡି ଧରିଥିଲେ।ସକାଳୁ ଘର ଲୋକ ତାଙ୍କର ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ। ଘଟଣା ସ୍ଥଳରେ ଘଟଗାଁ ପୋଲିସ ପହଞ୍ଚି ଶବ କୁ ବ୍ୟବଛେଦ ପାଇଁ ପାଟଣା ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

