ଢ଼େଙ୍କାନାଳ : ରଥଗଡା ସ୍ଥିତ ରଥ ଖଳା ଠାରେ ଚଳିତ ବର୍ଷର ରଥଯାତ୍ରା ପାଇଁ ରଥ ର ଛାଟେଣି କାମ ସହ ନାହାକ ପୂଜା ଅର୍ଚ୍ଚନା କରାଯାଇ ଚାରି ନାହାକା ଉଠିଲା। ଦେବୋତ୍ତର ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରୀପାଠୀ, ବିଶ୍ୱକର୍ମା ଅଶୋକ ମହାପାତ୍ର ଓ ସନ୍ତୋଷ ଓଝା ଙ୍କ ଉପସ୍ଥିତି ଏହି କାର୍ଯ୍ୟ ହୋଇଥିଲା।

All rights reserved. Designed by Inter Softech