ରୋଟ୍ରାକ୍ଟ କ୍ଲବର ଢେଙ୍କାନାଳର ନୂତନ ସଭାପତି ଓ ସମ୍ପାଦିକା ମନୋନୀତ
– ରୋଟ୍ରାକ୍ଟ କ୍ଲବ ଢେଙ୍କାନାଳର ନୂତନ ସଭାପତି ଓ ସମ୍ପାଦିକା ମନୋନୀତ ହୋଇଯାଇଛନ୍ତି । ଶିବପ୍ରସାଦ ସ୍ୱାଇଁ ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ଅମ୍ରିତା ମିଶ୍ର ସମ୍ପାଦିକା ଭାବେ ମନୋନିତ ହୋଇଛନ୍ତି । କ୍ଲବ୍ ତରଫରୁ ସଭ୍ୟମାନଙ୍କର ସହ ସମ୍ମତି କ୍ରମେ ଏହି ଦୁଇ ଜଣକୁ ଆଗାମୀ ୨୦୨୩-୨୪ ବର୍ଷ ପାଇଁ ନୂତନ ସଭାପତି ଓ ସମ୍ପାଦିକା ଭାବେ ମନୋନୀତ କରାଯାଇଛି ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-13-scaled.jpg)

