ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଆରାଧ୍ୟ ଦେବୀ ମା ତାରା ଦେବୀ ଙ୍କ ଧୁମଧାମରେ ଜାରୀ ରହିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ନେତାମାନେ ମା ଙ୍କ ଦର୍ଶନ ପାଇଁ ଆସିବା ଯାତ୍ରାର ଉତ୍ସବ କୁ ଦୁଇ ଗୁଣିତ କରୁଛି l ମା ଙ୍କ ଦର୍ଶନ ପାଇଁ କେତେବେଳେ ବିଜେଡି ନେତା ତ କେତେବେଳେ ବିଜେପି ନେତା, ଯାହାକି ରାଜନୌତିକ ମହଲାରେ ଚର୍ଚ୍ଚା ର ବିଷୟ ପାଲଟିଛି l
ସେହିପରି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବା ବିଜେଡିର ଅସନ୍ତୁଷ୍ଟ ନେତା ପ୍ରଦୀପ ପାଣିଗ୍ରାହୀ ମା ତାରାଦେବୀଙ୍କ ଦର୍ଶନ କରିଥିଲେ l ବିଧାୟକ ପ୍ରଦୀପ ପାଣିଗ୍ରାହି ମା ଙ୍କ ଦର୍ଶନ ସମୟରେ ସ୍ଥାନୀୟ ବିଜେପି ନେତ୍ରୀ ୱାର୍ଡ ନମ୍ବର ୩୭ କୋରପରେଟର ଓ ବିଜେପି ନେତା ଓ କର୍ମୀ ଙ୍କ ଉପସ୍ଥିତ ରେ ରାଜନୀତି ମହଲ ଉଷ୍ମତା ସହ ଜନତା ଙ୍କ ମନରେ ଭ୍ରମ ସୃଷ୍ଟି ହୋଇଥିଲା l ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥନ କୁଦେଖି ସ୍ଥାନୀୟ ବିଜେଡି ନେତା ଙ୍କ ମନରେ ଆଗାମୀ ଦିନରେ କ୍ଷମତା କୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା l

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-16.jpg)


