ଭୁବନେଶ୍ୱର: ରାଜ୍ୟରେ ୮୦ରୁ ଅଧିକ ସିଟ ପାଇବୁ ଓ ସରକାର କରିବୁ କହିଲେ ବୁଧାନ । ଆଗାମୀ ନିର୍ବାଚନ ନେଇ ବିଜେପି ବିଧାୟକ ବୁଧାନ ମୁର୍ମୁଙ୍କ ମନ୍ତବ୍ୟ । ୧୨୦କୁ ବେସ୍ କରି କାମ ହେବ, ସରକାର ଗଠନରୁ ଅଧିକ ସିଟ୍ ଟାର୍ଗେଟ । ଆମ ଟାର୍ଗେଟ ୮୦ ବିଧାୟକ ବୋଲସି କହିଲେ ବୁଧାନ ମୁର୍ମୁ । ସରକାର ଗଠନ ପାଇଁ ଅଧିକ ଆବଶ୍ୟକ ସିଟ୍ରୁ ୧୦ରୁ ୧୫ ଅଧିକ ପାଇବୁ ।


July 3, 2026/
No Comments


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
