ଗୁହାଳି ପଞାୟତ ହାଇସ୍କୁଲର ହିନ୍ଦୀ ଶିକ୍ଷକଙ୍କ ଅକାଳ ବିୟୋଗ
ବିଷୟ____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଗୁହାଳି ପଞାୟତ ହାଇସ୍କୁଲର ହିନ୍ଦୀ ଶିକ୍ଷକ ତଥା ସମାଜସେବୀ, ପରୋପକାରୀ ଶାନ୍ତ ସ୍ବାଭାପର ଭାବେ ସାରା ବିଂଝାରପୁର ବ୍ଳକ ରେ ପରିଚିତ ଥିଲେ। ତାଙ୍କ ଉଦ୍ୟମରେ ବହୁ ଜନହିତକର କାର୍ଯ୍ୟ ସମାପନ ହୋଇଥିଲା।ସେ ଦୀର୍ଘ ଦୁଇବର୍ଷ ଧରି କିଡନୀ ରୋଗ ରେ ଭୁବନେଶ୍ୱର ଠାରେ ଥିବା ଏମଶ ମେଡ଼ିକାଲରେ ଚିକିତ୍ସା ହେଉଥିବା ବେଳେ ଗତ ଗୁରୁବାର ଦିନ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ବିୟୋଗରେ ପୃର୍ବତନ ପ୍ରଧାନ ଶିକ୍ଷକ ଦିଗମ୍ବର ସାହୁ, ଯାଜପୁର ଜିଲ୍ଲା ଓଷ୍ଟାର ଉପସଭାପତି ତଥା ଉତଙ୍ଗରା ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ମିଶ୍ର, ବିଂଝାରପୁର ବ୍ଳକ ଓଷ୍ଟାର ସଂପାଦକ ଭରତ ଚନ୍ଦ୍ର ନାୟକ, ଗୁହାଳି ପଞାୟତର ସରପଞ କାର୍ତ୍ତିକ ଧଳ, ସମାଜସେବୀ ରବିନ୍ଦ୍ର କୁମାର ପରିଡ଼ା,ଉତଙ୍ଗରା ସରପଞ ସନ୍ତୋଷେ କୁମାର ମଲ୍ଲିକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)


