ହରିପୁର ଅଞ୍ଚଳରେ ବୃଦ୍ଧ ବ୍ୟକ୍ତି ଗୋମାତାଙ୍କ ସହିତ ଦୁଷ୍କକର୍ମ କରିବାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
ଯାଜପୁର ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁର ଅଞ୍ଚଳ ଠାରେ ଜଣେ ବୃଦ୍ଧ ବ୍ୟକ୍ତି ଗୋମାତାଙ୍କ ସହିତ ଦୁଷ୍କକର୍ମ କରିଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ହରିପୁର ଅଞ୍ଚଳରେ ବୃଦ୍ଧ ବ୍ୟକ୍ତି ଜଣଙ୍କ ଏଭଳି ଅମଣିଷ ସେ ଯେଉଁ ଗୋ ମାତାଙ୍କୁ ଆମେ ପୂଜା କରିଛେ ସେହି ଗୋମାତାଙ୍କୁ ଦୁଷ୍କର୍ମ କରିଥିବାରୁ ସ୍ଥାନୀୟ ଲୋକଙ୍କ ନିଜରକୁ ଆସିଥିଲେ। ସେଥିପାଇଁ ସ୍ଥାନୀୟ ଅଞ୍ଚଳରେ ଗୋମାତା ଦୁଷ୍କର୍ମ ଘଟଣା କୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ଦେଖିବାକୁ ମିଳିଛି । ଏହି ବ୍ୟକ୍ତି ହରିପୁର ଅଞ୍ଚଳରେ ଜୈନିକ ବୃଦ୍ଧ ବ୍ୟକ୍ତି ଗୁରୁବାର ରାତିରେ ଏକ ଗୋ ମାତାଙ୍କ ସହିତ ଦୁଷ୍କକର୍ମ କରୁଥିବା ଭିଡିଓ ସ୍ଥାନୀୟ ଅଞ୍ଚଳରେ ଭାରରାଲ ହେଉଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳ ବାସି ଜୈନିକ ବୃଦ୍ଧ ବ୍ୟକ୍ତିଙ୍କୁ ତାଗିତ କରିବା ସହିତ ସ୍ଥାନୀୟ ଅଞ୍ଚଳରେ ଏବେ ଉତ୍ତେଜନା ଲାଗି ରହିଥିବା କୁ ଆଗକୁ କିପରି ଗୋମାତା ଙ୍କ ପରି ଅଭଳି ଘଟଣା ନହେଉ ହେଲେ ବୟା ବୟ ହେବ ବୋଲି ସ୍ଥାନୀୟ ଲୋକମାନେ କହୁଥିଲେ । ଏବଂ କିଛି ସମୟପରେ ସୁକିନ୍ଦା ଥାନା ଖବର କରିଥିଲେ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପୋଲିସ ପହଂଚି ବୃଦ୍ଧ ଙ୍କୁ ଥାନାକୁ ନେଇଥିଲେ।




