ପିଏମ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ୫୧୩ ରୁଫଟପ୍ ସୋଲାର ପ୍ଲାଣ୍ଟ ସ୍ଥାପିତ

ଵ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ଏକ ସୌର ବିପ୍ଳବର କ୍ରମଶଃ ସଫଳ ରୂପାୟନ ହେଉଛି, ଯାହା ଘରକୁ ଆଲୋକିତ କରିବା ସହ ଲୋକଙ୍କ ଅର୍ଥ ସଞ୍ଚୟରେ ସହାୟକ ହେଉଅଛି। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାର ସଫଳ କାର୍ଯ୍ୟନ୍ଵୟନ ସହ ଉପଭୋକ୍ତାଙ୍କ ଘର ଛାତରେ ସୋଲାର ପ୍ୟାନେଲ ସ୍ଥାପନ କରି ବିଜୁଳି ସେବା ଯୋଗାଇଛି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସଓଡିଏଲ୍)।

ଯାହା ଫଳରେ ଲୋକଙ୍କ ବିଜୁଳି ବିଲ୍ ହ୍ରାସ ହୋଇପାରିଛି।ସୌର ଶକ୍ତିର ବ୍ୟବହାରକୁ ବଢ଼ାଇବା ପାଇଁ ଆରମ୍ଭ ହୋଇଥିବା ଏହି ପଦକ୍ଷେପ ଏବେ ସ୍ଥାନୀୟ ଲୋକଙ୍କୁ ଅନେକ ସୁବିଧା ଯୋଗାଇଛି। ବର୍ତ୍ତମାନ ସୁଦ୍ଧା ୧୨୬ ଜଣ ଉପଭୋକ୍ତା ଏହି ଯୋଜନାରେ ରୁଫଟପ୍ ସୋଲାର ସିଷ୍ଟମ ସ୍ଥାପନ କରି ବିଜୁଳି ବିଲରୁ ମୁକ୍ତି ପାଇଛନ୍ତି ଏବଂ ସେମାନଙ୍କୁ ଏଣିକି କୌଣସି ବିଦ୍ୟୁତ ଦେୟ ପୈଠ କରିବାକୁ ପଡୁନାହିଁ। ସୌର ପ୍ୟାନେଲ ସ୍ଥାପନ ଯୋଗୁଁ କେବଳ ଲୋକଙ୍କ ଘର ଆଲୋକିତ ହେବା ସହ ଅନେକ ପରିବାର ଉପରୁ ଆର୍ଥିକ ବୋଝ କମିଛି।ଏହି ରୂପାନ୍ତରଣ ଆଣିବାରେ ଟିପିଏସ୍ଓଡିଏଲର ପ୍ରମୁଖ ଭୂମିକା ରହିଛି। ତୃଣମୂଳ ସ୍ତରରେ ସଚେତନତା, ବୈଷୟିକ ସହାୟତା ଏବଂ ଯୋଜନାର ସଠିକ୍ କାର୍ଯ୍ୟକାରିତା ମାଧ୍ୟମରେ କମ୍ପାନୀ ସ୍ଥାନୀୟ ଅଞ୍ଚଳରେ ସ୍ୱଚ୍ଛ ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହନ ଦେଉଅଛି। ଗ୍ରାମାଞ୍ଚଳରେ ସଚେତନତା ଅଭିଯାନରୁ ଆରମ୍ଭ କରି ଆବେଦନ ଏବଂ ସୋଲାର ପ୍ଲାଣ୍ଟ ସଂସ୍ଥାପନ ପ୍ରକ୍ରିୟା ଯାଏଁ, ବିଭିନ୍ନ ପର୍ଯ୍ୟାୟରେ ଟିପିଏସଓଡିଏଲ୍ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରୁଛି। କମ୍ପାନୀର ଏହି ଆଭିମୁଖ୍ୟ ଦକ୍ଷିଣ ଓଡ଼ିଶାରେ କୋଣ ଅନୁକୋଣରେ ସୌର ଶକ୍ତି ପହଞ୍ଚିବାକୁ ସୁନିଶ୍ଚିତ କରିଛି।ଏବେ ସୁଦ୍ଧା ଟିପିଏସଓଡିଏଲର କାର୍ଯ୍ୟ ପରିସର ଅନ୍ତର୍ଗତ ୮ ଟି ଜିଲ୍ଲାରେ ୫୧୩ଟି ରୁଫଟପ୍ ସୋଲାର ସ୍ଥାପନ ହୋଇସାରିଛି। ଏଥିମଧ୍ୟରୁ ଗଞ୍ଜାମରେ ଜିଲ୍ଲାରେ ସର୍ବାଧିକ ୩୩୧ଟି, କୋରାପୁଟରେ ୭୯, ରାୟଗଡ଼ାରେ ୩୩, ବୌଦ୍ଧରେ ୩୦, ଗଜପତିରେ ୨୪, କନ୍ଧମାଳରେ ୭ ଏବଂ ନବରଙ୍ଗପୁର ଜିଲ୍ଲାରେ ୬ଟି ସୋଲାର ପ୍ଲାଣ୍ଟ ସ୍ଥାପନ କରାଯାଇଛି। ସୌର ଶକ୍ତିକୁ ଆପଣାଇବା ଦିଗରେ ଉପଭୋକ୍ତାଙ୍କ ଆଗ୍ରହ ଦେଖିବାକୁ ମିଳୁଛି, ଯାହା ଯୋଜନାର ଉପଯୋଗିତା ଏବଂ ଲୋକଙ୍କ ପରିବେଶ ସଚେତନତାକୁ ଦର୍ଶାଉଛି।ବିଶେଷ କରି ମାସିକ ୩୦୦ ୟୁନିଟରୁ କମ ବିଜୁଳି ବ୍ୟବହାର କରୁଥିବା ଘରଗୁଡିକ ପାଇଁ ପିଏମ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧିକ ଲାଭଦାୟକ ଅଟେ। ଗୋଟିଏ ୩ କିଲୋୱାଟ ରୁଫଟପ୍ ସୋଲାର ସିଷ୍ଟମ ମାସିକ ପ୍ରାୟ ୩୦୦ ୟୁନିଟ ବିଜୁଳି ଉତ୍ପାଦନ କରେ, ଯାହା ଘରେ ଲାଗିଥିବା ଫ୍ୟାନ, ଲାଇଟ୍, ଟିଭି, ଫ୍ରିଜ ଏବଂ ଅନ୍ୟାନ୍ୟ ଘରୋଇ ଉପକରଣକୁ ଚଳାଇବା ପାଇଁ ଯଥେଷ୍ଟ। ଯାହାଫଳରେ ଲୋକଙ୍କ ବିଦ୍ୟୁତ ବିଲ୍ ଶୂନ ହେବା ସହ ସେମାନଙ୍କ ମାସିକ ଖର୍ଚ୍ଚ ମଧ୍ୟ ହ୍ରାସ ପାଉଛି।ଅର୍ଥ ସଞ୍ଚୟ ସହ ରୁଫଟପ୍ ସୋଲାରର ଆହୁରି ଅନେକ ଫାଇଦା ରହିଛି। ସର୍ବନିମ୍ନ ରକ୍ଷଣାବେକ୍ଷଣ, ଦୀର୍ଘସ୍ଥାୟୀ ବିଜୁଳି ବ୍ୟବସ୍ଥା ଏବଂ କାର୍ବନ ଫୁଟପ୍ରିଣ୍ଟ ଯୋଗୁଁ ସୌର ଶକ୍ତିର ଚାହିଦା ବୃଦ୍ଧି ପାଉଛି। ଏହାବ୍ୟତୀତ ଏହି ଯୋଜନାରେ ହିତାଧିକାରୀ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କଠାରୁ ସବସିଡି ପାଇପାରିବେ, ଯାହା ଦ୍ଵାରା ଉପଭୋକ୍ତା ସୁଲଭ ମୂଲ୍ୟରେ ସୌର ଶକ୍ତିର ଲାଭ ନେଇପାରିବେ।ଯୋଜନାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଟିପିଏସଓଡିଏଲ୍ ପକ୍ଷରୁ ଦକ୍ଷିଣ ଓଡ଼ିଶାର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବ୍ୟାପକ ରୂପେ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନ ମାଧ୍ୟମରେ ଲୋକଙ୍କୁ ସୌର ଶକ୍ତିର ଫାଇଦା, ଆବେଦନ ପ୍ରକ୍ରିୟା ଏବଂ ସୋଲାର ସିଷ୍ଟମ ସ୍ଥାପନ ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରାଯାଉଛି।ଏହି ପଦକ୍ଷେପର ସଫଳତାକୁ ନେଇ ଟିପିଏସଓଡିଏଲ୍ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି, ‘ପିଏମ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ କେବଳ ବିଜୁଳି ବିଲ୍ ହ୍ରାସ ହୁଏ ନାହିଁ, ବରଂ ଏହା ଲୋକଙ୍କୁ ସଶକ୍ତ କରେ। ଆମେ ଏହି ଶକ୍ତି ରୂପାନ୍ତରଣର ସାକ୍ଷୀ, ଯେଉଁଥିରେ ଉପଭୋକ୍ତା ନିଜେ ହିଁ ଶକ୍ତି ଉତ୍ପାଦନକାରୀ ହୋଇପାରିଛନ୍ତି। ଟିପିଏସ୍ଓଡିଏଲରେ ଆମର ଲକ୍ଷ୍ୟ ହେଉଛି ଏହି ରୂପାନ୍ତରଣକୁ ପ୍ରୋତ୍ସାହନ ଦେବା ଏବଂ ଦୀର୍ଘସ୍ଥାୟୀ କରିବା। ବର୍ତ୍ତମାନ ଯାଏଁ ଏହାର ଫଳାଫଳକୁ ନେଇ ଆମେ ଗର୍ବିତ ଏବଂ ଆଗକୁ ଆହୁରି ବ୍ୟାପକ ପ୍ରୟାସ କରିବା ପାଇଁ ଆମେ ପ୍ରତିବଦ୍ଧ ରହିଛୁ, ଯାହା ଫଳରେ ପ୍ରତ୍ୟେକ ଯୋଗ୍ୟ ଆବେଦନକାରୀ ସ୍ୱଚ୍ଛ ଏବଂ ଭରସାଯୋଗ୍ୟ ସୌର ଶକ୍ତି ପାଇପାରିବେ।’ସମଗ୍ର ଦକ୍ଷିଣ ଓଡ଼ିଶା କ୍ରମଶଃ ଏକ ସବୁଜ ଭବିଷ୍ୟତ ନିର୍ମାଣ ଦିଗରେ ଆଗକୁ ବଢୁଥିବା ବେଳେ, ଟିପିଏସଓଡିଏଲ୍ ଏହି ପରିବର୍ତ୍ତନକୁ ପ୍ରୋତ୍ସାହିତ କରୁଅଛି। ବୈଷୟିକ ଜ୍ଞାନ ଉପରେ ଲୋକଙ୍କ ବିଶ୍ୱାସ, ଲୋକଙ୍କୁ ନୀତି ସହ ଯୋଡିବା ଏବଂ ସୂର୍ଯ୍ୟକିରଣର ଉପଯୋଗ କରିବା ଦ୍ଵାରା ଏହା ସମ୍ଭବ ହୋଇପାରିଛି। ଏହା ସୌର ବିପ୍ଳବର ଏକ ଆରମ୍ଭ ମାତ୍ର, ଏବଂ ଆଗକୁ ଅଧିକ ମାତ୍ରାରେ ରୁଫଟପ୍ ସୋଲାର ସ୍ଥାପନ ସହ ନିରନ୍ତର ବିକାଶ ଦିଗରେ ଦକ୍ଷିଣ ଓଡ଼ିଶା ଆଉ ପାଦେ ଆଗକୁ ବଢୁଛି। ଏହି ପଦକ୍ଷେପ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ସହ ଏକ ସ୍ୱଚ୍ଛ ସବୁଜ ଭବିଷ୍ୟତ ପାଇଁ ମାର୍ଗ ପ୍ରଶସ୍ତ କରିଛି, ଯାହା ପରବର୍ତ୍ତୀ ପିଢ଼ି ପାଇଁ ଏକ ସୁସ୍ଥ ଜୀବନଶୈଳୀ ସୁନିଶ୍ଚିତ କରିବ।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech