ଢେଙ୍କାନାଳ:ଗଣେଶ ବଜାର ସ୍ଥିତ ରଥ ଗଡ଼ା ସ୍ଥିତ ରଥ ଖଳା ଠାରେ ଆଜି ରଥ ର ନାହାକ ପୂଜା ଅର୍ଚ୍ଚନା କରାଯାଇ ରଥ ଉପରକୁ ଉଠାଯାଇଥିଲା। ଦେବୋତ୍ତର ନୀରିକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ବିଶ୍ୱକର୍ମା ଅଶୋକ କୁମାର ମହାପାତ୍ର, ସନ୍ତୋଷ କୁମାର ଓଝା ଙ୍କ ଉପସ୍ଥିତି ରେ ଏହି ନାହାକା ଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

April 20, 2026/
No Comments
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)

