ଆଜି ୧୧ ତମ ଆନ୍ତର୍ଜାତୀୟ ୟୋଗ ଦିବସ ୨୧ ଜୁନ ରେ ଭାରତୀୟ ୟୋଗ ସଂସ୍ଥାନ ର ଢ଼େଙ୍କାନାଳ କୋର୍ଟ ଆଗରେ ଢ଼େଙ୍କାନାଳ ୟୋଗ ଜିଲ୍ଲା ର ଉପ ପ୍ରଧାନ ଶ୍ରୀ ରଘୁନାଥ ତ୍ରିପାଠୀ ଜି ୟୋଗ।ଭ୍ୟାସ କରାଇଥିଲେ। ଓମଙ୍କ।ର ଧ୍ଵନୀ ଗାୟତ୍ରୀ ମନ୍ତ୍ର ପାଠ କର।ଇ ସୂକ୍ଷ୍ମ କ୍ରିୟା କରାଇ ଥିଲେ । ୟୋଗ ଉପ କ।ରିତ। କହିଥିଲେ । ଏଥିରେ ଶ୍ରୀ ଜଗନ୍ନାଥ କ୍ଷେତ୍ର ର କ୍ଷେତ୍ର ପ୍ରଧାନ ଶ୍ରୀ ଡl, ଧରମାନନ୍ଦ ପ୍ରଧାନ ଜି ପରିଚାଳନା କରିବା ସହିତ ଆସନ କରାଇଥିଲେ । କୈବଲ୍ୟ କ୍ଷେତ୍ର ର କ୍ଷେତ୍ର ପ୍ରଧାନ ଶ୍ରୀମତୀ ଇନ୍ଦିରା ଦେବତା ଜି ବଜ୍ରାସନ୍ ଓ ଓଷ୍ଟ।ସନ ,ଶ୍ରୀମତୀ ସ୍ନେହ ମୟୀ ଜି ଅର୍ଦ୍ଧ ଚକ୍ର।ସନ୍, ଶ୍ରୀ ବେଣୁ ଧରଜି ବକ୍ର।ସନ୍ ଉମେଶ ଜି ହସିକ୍ରୀୟ। କର।ଇ ଥିଲେ । ଶ୍ରୀ ରଘୁନାଥ ତ୍ରିପାଠୀ ଜି ପ୍ର।ଣ।ୟ।ମ ଧ୍ୟାନ ଓ ପ୍ର।ଥାନାକରି ୟୋଗ ଅଭ୍ୟାସ ସଙ୍ଗ କରାଇ ଥିଲେ ଉକ୍ତ ଅଭ୍ୟାସ ରେ କ୍ଷେତ୍ର ଅଧିକାରୀ କେନ୍ଦ୍ର ପ୍ରମୁଖ ଉପ ପ୍ରମୁଖ ଓ ସାଧକ ସାଧୀକ। ଉପସ୍ଥିତ ରହି ୟୋଗ। ଭ୍ୟାସ୍ କରିଥିଲି



