ଢେ଼ଙ୍କାନାଳ ପ୍ରସିଦ୍ଧି ରଥ ଯାତ୍ରା ପାଇଁ ଠାକୁର ସୁସ୍ଥ ବାର୍ତ୍ତା ନେଇ ଢେ଼ଙ୍କାନାଳ ବସ ଷ୍ଟାଣ୍ଡ ଠାରେ ଥିବା ଉପଜିଲ୍ଲାପାଳ ଙ୍କ ବାସଭବନ ଠାରେ ରଥ ଯାତ୍ରା ପାଇଁ ଉପଜିଲ୍ଲାପାଳ ବିବୁଧ ଗଡନାୟକ ଙ୍କୁ ବସ୍ତ୍ର ଦେଇ ନିମନ୍ତ୍ରଣ କରିଥିଲେ । ପୂଜକ ମନସୁମନ୍ ମିଶ୍ର ,ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର ଦେବତ୍ରୟ ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ମନ୍ଦିର ର ଜିମାଦାର ଶ୍ୟାମ ସୁନ୍ଦର ପାଣିଗ୍ରାହି ଙ୍କ ଉପସ୍ଥିତି ରେ ନିମନ୍ତ୍ର ପ୍ରଦାନ କରିଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-15-scaled.jpg)
