ଵଜାରରେ ମିଳୁଛି ନକଲି ମେଡିସିନ୍ ଗୃହରେ ତଥ୍ୟ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ । ଗତ ୪ ବର୍ଷରେ ଚିହ୍ନଟ ହେଲାଣି ୧୬୮ ନକଲି, ୩୮୮ଟି ନିମ୍ନମାନର ମେଡିସିନ୍। ଅଢ଼େଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ମେଡିସିନ ଜବତ କଲେଣି ସରକାର। ୨୦୨୧ ରେ ୭୯ ଓ ୨୦୨୨ ରେ ୬୪ଟି ନକଲି ମେଡିସିନ୍ ଚିହ୍ନଟ । ୨୦୨୩ ରେ ୧୪ ଓ ୨୦୨୪ ରେ ୧୧ଟି ନକଲି ମେଡିସିନ୍ ଚିହ୍ନଟ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-25-scaled.jpg)

