ଆମ ବସ୍ ଧକ୍କାରେ ଯୁବକ ମୃତ
ଭୁବନେଶ୍ବର: ଆମ ବସ୍ ଧକ୍କାରେ ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ ହୋଇଛି। ଭୁବବେଶ୍ବର ବାଣୀବିହାର ସତ୍ସଙ୍ଗ ବିହାର ସମ୍ମୁଖରେ ଘଟିଛି ଦୁର୍ଘଟଣା। ସ୍ଥାନୀୟ ଲୋକଙ୍କ ଦ୍ବାରା ଆମ ବସ୍ ଅଟକ ରଖା ଯାଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ପୋଲିସ ବସ୍ ଜବତ କରିଛି।

All rights reserved. Designed by Inter Softech