ଦଇବ ଛଡ଼େଇ ନେଲା ବାପାବା ମାଆର ସୁଖସରକାରୀ ସାହାଯ୍ୟକୁ ଅନାଇ ବସିଛନ୍ତି ନୀରିହ ଦୁଇ ଝିଅ
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡରଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଦଶପୁର ଗ୍ରାମପଞ୍ଚାୟତର କୋଳନୀ ପଢ଼ାଖରେ ରହୁଥିବା ସ୍ୱର୍ଗତ କୁଞମାଝୀ ପରିବା ଦୁଃଖସୁଖରେଚ଼ଳିଆସୁଥିଲେ ହେଲେ କୁଞ୍ଜ ମାଝୀଙ୍କ ସ୍ତ୍ରୀ କୌଶଲ୍ୟାମାଝୀଙ୍କ ମୃତ୍ୟୁ ଘଟିଥିଲା ବାପା ଦୁଇ ଝିଅ ବଡ଼ ଝିଅ ଲବଣୀ ମାଝୀ(୧୬) ସାନଝିଅ ନନ୍ଦିନୀ ମାଝୀ(୧୦ ) ନେଇ ଅନାଟନ ଅଭାବ ଭିତରେ ଖପର ଘରେ ରହିଆସୁଥିଲେ’ ଏତିକିରେ ଦୁଃଖସରିଳା ନାହିଁ ପୁଣି ଦଇବ ସାଧିଳା ଦାଉ ୧୫ଦିନ ତଳେ ବାପାକୁଞ୍ଜ ମାଝୀଙ୍କ ମୃତ୍ୟୁ ହେଲା ଏବୁଃଖଦ ଖବରପାଇ ଗୋଲାମୁଣ୍ଡା ବ୍ଲକ୍ ଜନକଲ୍ୟାଣ ସାମ୍ବାଦିକ ସଂଘଦୁଇଝିଅଙ୍କୁ ସାହାଯ୍ୟର ହାର ବଢେଇ ତାଙ୍କ ଘରେ ପହଞ୍ଚି ସରକାରଙ୍କ ଦ୍ୱାରା ଏହି ଦୁଇ କୁନି ଝିଅ ସାହାଯ୍ୟ ପାଇପାରିବେ ସ୍ଥାନୀୟ ସରପଞ୍ଚ ଓ ବଡ଼ି ଓଙ୍କୁ ଘଟଣା ସଂପର୍କରେ ଅବଗତ କରାଇଥିଲେ।ବର୍ତ୍ତମାନ ଦେଖିବାକୁ ବାକି ରହିଳା ସରପଞ୍ଚ ଓ ବି ଡ଼ି ଓ ଏହି ଦୁଇ ନୀରିହ ଦୁଇ କୋମଳଝିଅଙ୍କ ପାଇଁ କିବ୍ୟସ୍ଥା କରୁଛନ୍ତି, ପଢ଼ାବାସୀ ଜିଲ୍ଲାପାଳ କଳାହାଣ୍ଡିଙ୍କୁ ଅନୁରୋଧ କରିଛନ୍ତି ଏହି ଦୁଇ ଝିଅଙ୍କ ବଞ୍ଚିବା ପାଇଁ ତୁରନ୍ତ ଉପଯୁକୁ ଥଇଥାନ କରାନ୍ତୁ,ଧର୍ମଗଡ଼ରୁ ଧବଳେଶ୍ଵର ରଣାଙ୍କ ରିପୋର୍ଟ



