ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉଛେଦ ତଥା ଟାଟା ପାୱର ମନମାନି ତଥା ଧାନ ସଂଗ୍ରହ ଅବ୍ୟବସ୍ଥା କୁ ନେଇ ଜିଲ୍ଲା ସ୍ତରୀୟ ସାମ୍ବାଦିକ ସମ୍ମିଳନୀ
କଟକ ଭୈରବପୁର ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଏହି ସବୁ ବିଷୟକୁ ନେଇ ଏକ ସାମ୍ବାଦିକ ସମିଲିଣି ଅନୁଷ୍ଠିତ ହୋଇଯାଇଛି, ସରକାରଙ୍କ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଉଛେଦକୋଉ ଉଦେଶ୍ୟରେ କରିଲେ ତାହା ଅତି ଆଶ୍ଚର୍ଯ୍ୟ ଲାଗୁଛି ବୋଲି ସଭାରେ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତିସେହିଭଳି ଟାଟା ପାୱାର ସ୍ମାର୍ଟ ମିଟର ତଥା ଅଗ୍ରିମ ଦେୟକୁନେଇ ମଧ୍ୟ କଂଗ୍ରେସ ଘୋର ଅସନ୍ତୋଷ ପ୍ରକାଶ କରିଛି, ସେଇ ଭଳି କେନ୍ଦ୍ର ସରକାର ଜାରି କରିଥିବା ଏସ, ଆଇ, ଆର କୁ ମଧ୍ୟଆମେ ବିରୋଧ କରୁଛୁ,ଆସନ୍ତା କାଲି ନିଶ୍ଚିତକୋଇଲି ଛକ ରେ ଥିବା ବାବା ସାହେବ ଆମ୍ବେଦକର ଙ୍କ ମୂର୍ତ୍ତି ନିକଟରେ ଜିଲ୍ଲା ସ୍ତରୀୟ ଦିନିକିଆ ଉପବାସ ଧାରଣା ଦିଆଯିବ ବୋଲି କଟକ ଜିଲ୍ଲା କଂଗ୍ରେସ ସଭାପତି ପ୍ରଦୀପ୍ତ ଦାସ କହିଛନ୍ତି, ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ, କଟକ ଜିଲ୍ଲା କଂଗ୍ରେସ ସଭାପତି ପ୍ରଦୀପ୍ତ ଦାସ.ଇଂ ଆକ୍ୟୁବ ଖାନ,ନିମାଇଁ ରାଉତରାୟ,( କଟକ ଜିଲ୍ଲା କୃଷକ ସେଲ ଅଧକ୍ଷ)ପ୍ରତାପ ମଲିକ ( କଟକ ଜିଲ୍ଲା ଏସ. ସି ସେଲ ଅଧକ୍ଷ)ରାମଚନ୍ଦ୍ର ଗୋଛାୟତ,ସେକ ମାସୁଦ ଅଲି,ମାନସ ପରିଡା ( ମୂଖ ପାତ୍ର) ମମତା ସିଂ, ପ୍ରଶାନ୍ତ ବେହେରା,ଆଶୁତୋଷ ବେହେରା. ସୁକାନ୍ତ ନନ୍ଦ,ସେକ ସଦାମ, ସହିତ ଅନେକ ଦଳୀୟଲୋକମାନେ ଉପସ୍ଥିତ ଥିଲେ,



