ନୁଆଦିଲ୍ଲୀ:ଭାରତ ନିଜର ନାଗରିକମାନଙ୍କୁ ଇସ୍ରାଏଲ ଯାତ୍ରା ନକରିବାକୁ ପରାମର୍ଶ ଦେଇଛି। ଆସନ୍ତୁ ଜାଣିବା ଇସ୍ରାଏଲରେ ହଠାତ୍ କ’ଣ ଘଟିଲା ଯାହା ଭାରତକୁ ଏପରି ଆଡଭାଇଜରୀ ଜାରି କରିବାକୁ ପଡିଛି ।
ଇସ୍ରାଏଲରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ଭାରତୀୟ ଦୂତାବାସ ପରାମର୍ଶ ଦେଇଛି । ଇରାନ ର ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏହି ଆଡଭାଇଜରୀ ଜାରି କରିଛି ।
ADVISORY
In view of the prevailing situation in the region, all Indian nationals currently in Israel are advised to remain vigilant and strictly adhere to the safety guidelines and protocols issued by the Israeli authorities and the Home Front Command (https://t.co/033m9pwvDj)… pic.twitter.com/VcxeN6DQEi
— India in Israel (@indemtel)



