ନୂଆଦିଲ୍ଲୀ: ଭାରତୀୟ ଜଳସୀମାରେ ଅବୈଧ ଭାବରେ ପ୍ରବେଶ କରୁଥିବା ଏକ ପାକିସ୍ତାନୀ ଡଙ୍ଗାକୁ ଭାରତୀୟ ତଟରକ୍ଷୀ ବାହିନୀ ଜବତ କରିଛି । ଡଙ୍ଗାରେ ଥିବା ୯ ଜଣ ପାକିସ୍ତାନୀଙ୍କୁ ଗିରଫ ମଧ୍ୟ ହୋଇଛନ୍ତି । ତଟରକ୍ଷୀ ବାହିନୀ ସେମାନଙ୍କର ଫଟୋ ମଧ୍ୟ ସେୟାର କରିଛି। ଏହି ଅପରେସନ୍ ଜାନୁଆରୀ ୧୪, ୨୦୨୬ରେ ଆରବ ସାଗରରେ ପାଟ୍ରୋଲିଂ ସମୟରେ ହୋଇଥିଲା।
In a swift and precise night operation, an @IndiaCoastGuard Ship whilst on patrol in #Arabian sea sighted a #Pakistani Fishing Boat inside #Indian waters near the International Maritime Boundary Line on 14 Jan 26. On being challenged, the boat attempted to flee towards Pakistan… pic.twitter.com/DEz1aPBOed
— Indian Coast Guard (@IndiaCoastGuard)
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


