38ତମ ମା ବାଉତି କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ…
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଦୁଦୁର କୋଟ ପଂଚାୟତ ମା ବାଉତି ଷ୍ଟାଡିଅମ ରେ ଅନୁଷ୍ଠିତ ହୋଇ ଯାଇଛି.. ଫାଇନାଲ ମ୍ୟାଚ ଟି ତିନି ପର୍ଯ୍ୟାୟ ବିଶିଷ୍ଠ ହୋଇଥିଲା. ପ୍ରଥମ ମ୍ୟାଚ ଟି ଶାଳବଣି ଜିତିଥିଲା ବେଳେ ଦ୍ଵିତୀୟ ମ୍ୟାଚ ନନ୍ଦପୁର ଜିତିଥିଲା.. ତୁର୍ତୀୟ ମ୍ୟାଚ .. ଶାଳବଣି ଜିତି ଏବର୍ଷ ର ଚାମ୍ପିୟାନ ହୋଇଥିଲା.. ଆଜିର ଖେଳକୁ ଅମ୍ପାୟାରିଙ୍ଗ କରିଥିଲେ ପ୍ରଦୀପ ସାମଲ ଓ ରାମଚନ୍ଦ୍ର ସାମଲ.. ସ୍କୋରର ଥିଲେ ରା଼କା ସାମଲ, ଓ ଚନ୍ଦନ ସାମଲ. ଧାରାବିବରଣି ସୁରେଶ ସାମଲ. ମ୍ୟାନ ଅଫ ମ୍ୟାଚସାଗର ଦେହୁରୀ ମ୍ୟାନ ଅଫ ସିରିଜ. କାହ୍ନକୁ ଦିଆ ଯାଇଥିଲା..ଖେଳ ପରିଚାଳନା ପ୍ରମୋଦ, କାଳିଆ ସମୀର ମାଝୀ, ସିଲୁ, ଜିତୁ, ପପୁନ ବିକା ସାଗର ସନ୍ତୋଷ, କେଳୁ, ଚୈତନ୍ୟ.. ମୁଖ୍ୟ ଅତିଥି ଦୁଦୁରକୋଟ ଗ୍ରାମ ପଂଚାୟତ ର ସରପଞ୍ଚ ମନୋଜ ବେହେରା ଚାମ୍ପିୟାନ ଟ୍ରଫି ପ୍ରଦାନ କରିଥିଲେ.. ରନର୍ସ ଅପ ପ୍ରଦାନ କରିଥିଲେ ଶଶୀ କାନ୍ତ ଗଡ଼ନାୟକ ଓ ହାପି ଗଡ଼ନାୟକ. ମ୍ୟାନ ଅଫ ମ୍ୟାଚ ଟ୍ରଫି ପ୍ରଦାନ କରିଥିଲେ. ପବିତ୍ର ସାମଲ ଓ ମାନସ ସାମଲ.ସମ୍ରାଟ ଙ୍କ ଖେଳ ବହୁତ ପ୍ରଶଂସନୀୟ ହୋଇଥିଲା.



