ନୂଆଦିଲ୍ଲୀ – ଲୋକସଭାରେ ଅଜିତ ପାୱାରଙ୍କ ଦେହାନ୍ତ ପାଇଁ ଶୋକସଭା ପାଳନ କରାଯାଇଛି। ସେ ୧୯୯୧ ମସିହାରେ ଲୋକସଭାର ସାଂସଦ ଥିଲେ ।
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ମୁଖ୍ୟ ଅଜିତ ପାୱାରଙ୍କର ଆଜି ସକାଳେ ବିମାନ ଦୁର୍ଘଟଣାରେ ଦେହାନ୍ତ ହୋଇଛି । ତାଙ୍କର ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ରରେ ଛୁଟି ଏବଂ ତିନି ଦିନ ଶୋକ ଘୋଷଣା କରିଛନ୍ତି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


