ମଙ୍ଗଳପୁରରେ ଅଷ୍ଟପ୍ରହର ନାମଯଜ୍ଞ
ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ବିଦ୍ୟାଭବନ ସାହିର ଆନୁକୂଲ୍ୟରେ ଷଷ୍ଠ ତମ ବାର୍ଷିକ ଅଷ୍ଟପ୍ରହର ନମଯଜ୍ଞ ଆରମ୍ଭ ହୋଇଛି l ଫାଲଗୁନ ମାସ କୃଷ୍ଣପକ୍ଷ ତୃତୀୟଠାରୁ ଆରମ୍ଭ ହୋଇଥିବା ଏହି ଅଷ୍ଟପ୍ରହାରୀ ନାମଯଜ୍ଞରେ ଆଖପାଖ ୧୦ ଟି ସଂକୀର୍ତ୍ତନ ମଣ୍ଡଳୀ ହରିନାମ ପରିବେଷଣ କରୁଛନ୍ତି l
ବିଦ୍ୟାଭବନ ସାହିର ସଭାପତି ଶ୍ରୀଯୁକ୍ତ ବଳରାମ ବରାଳଙ୍କ ତତ୍ତ୍ୱାବଧାନରେ ସମସ୍ତ ସଭ୍ୟବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି l



