ସମବେଦନା ଜଣାଇଲେ ପୀଡିତା ପରିବାରଙ୍କୁ ଡାକ୍ତର ଦେବେନ୍ଦ୍ର ସିଂ
ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ :
କଣିହାଁ ଅଂଚଳରେ ୧୨ବର୍ଷ ଝିଅ ନାବାଳିକା ହତ୍ୟା ଘଟଣା ଶୁଣି ବିଜିଗୋଳ ଗ୍ରାମର ମମତା ନାଏକ ପରିବାର ବର୍ଗକୁ ଭେଟିଛନ୍ତି ଆଜି କଣିହାଁ ତାଳଚେର ବିକାଶ ମଞ୍ଚ ସଭାପତି ଡାକ୍ତର ଦେବେନ୍ଦ୍ର ସିଂ, ଦୋଷୀ କେମିତି ଦଣ୍ଡ ପାଇବ ଓ ପୋଲିସ ପ୍ରଶାସନ ଉପରେ ସମ୍ପୂଣ ବିଶ୍ୱାସ ଅଛି ବୋଲି ଗଣମାଧ୍ୟମ ଆଗରେ ମତ ପ୍ରକାଶ କରିବା ସହିତ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଲେ.କଣିହାଁ ରୁ ସୁନୀଲ କୁମାର ସାମଲ ଙ୍କ ରିପୋର୍ଟ,



