
ଲୋକଜନଶକ୍ତି ପାଟି (ରାମଭିଳାଶ )କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ରେ ରଙ୍ଗର ପର୍ବ ହୋଲି ପାଳନ କରିଛନ୍ତି ଜିଲ୍ଲା ସଭାପତି ଏବଂ ସମ୍ବଲପୁର ଜିଲ୍ଲା ଉପସଭାପତି ଶ୍ରୀ ହରମୋହନ ପଟେଲ ଅଧ୍ୟକଥା ରେ ମୁଖ୍ୟ ଅତିଥି ରାଜ୍ୟ ଉପସଭାପତି ଶ୍ରୀ ଶରତ ଚନ୍ଦ୍ର ରଣବିଡା ଉପସ୍ଥିତ ଥିଲେ ଜିଲ୍ଲା ସହ ସମ୍ପାଦକ ଶ୍ରୀ ସୁଗେନ୍ଦ୍ର ବାଘ ଓ ସମ୍ବଲପୁରଜିଲ୍ଲା ମହିଳା ସେଲ ସଭାପତି ଶ୍ରୀମତୀ ନଲନି ସେନାପତି ବାମରା ବ୍ଲକ ସଭାପତି ଶ୍ରୀ ଝସକେତନ କଣ୍ଟା,କୁଚିଣ୍ଡା ବ୍ଲକ ସଭାପତି ଶ୍ରୀ ନିମାଇ ଚରଣ ଦଳେଇ, ଜମନକିରା ବ୍ଲକ ସଭାପତି ଶ୍ରୀ ନରେନ୍ଦ୍ର ସାହୁ,ଏବଂ ଶ୍ରୀତରୁଣ ଗୋପାଳ ,ଶ୍ରୀ ଡିକୁ ପଟେଲ ଶ୍ରୀ ହରିଚନ୍ଦ୍ର ଘଣ୍ଟୁଲ ଶ୍ରୀ ଦେବେନ୍ଦ୍ର ସାହୁ ,ଶ୍ରୀ ସତ୍ୟବାନ ବାଘ,ଥାଇ କର୍ମକର୍ତା ମାନଙ୍କ ମଧ୍ୟ୍ୟରେ ହୋଲି ପର୍ବ ପାଳନ କରିଥିଲେ।

ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାାରତ ନିଉଜ୍





