ନୁଆଦିଲ୍ଲୀ: ଦେଶରେ ତେଲ, ଗ୍ୟାସର କୌଣସି ଅଭାବ ନାହିଁ କହିଲେ ମନ୍ତ୍ରୀ । ଲୋକସଭାରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି । ପେଟ୍ରୋଲ , ଡିଜେଲ, କିରୋସିନି କିମ୍ବା ଇନ୍ଧନ ତେଲର କୌଣସି ଅଭାବ ନାହିଁ । ଦେଶ ସାରା ଖୁଚୁରା ଦୋକାନଗୁଡିକରେ ଏସବୁ ଗଚ୍ଛିତ ଅଛି । ପ୍ରତିଦିନ ଏଲଏନଜି କାର୍ଗୋ ଆସୁଛି, ସିଏନଜି ଯୋଗାଣ ଶତ ପ୍ରତିଶତ ଜାରି ରହିଛି ।ହର୍ମୁଜ ବ୍ୟତୀତ ଅନ୍ୟ ମାର୍ଗରୁ ଆଶୋଧିତ ଆମଦାନୀ ୭୦ ପ୍ରତିଶତକୁ ବୃଦ୍ଧି ପାଇଛି ।
ଯାହା ସଂଘର୍ଷ ଆରମ୍ଭ ହେବା ପୂର୍ବରୁ ୫୫ ପ୍ରତିଶତ ଥିଲା ।କାନାଡା, ରୁଷିଆ, ନରୱେରୁ ଇନ୍ଧନ ଆସୁଛି କହିଲେ ମନ୍ତ୍ରୀ ।ଲୋକେ ଆତଙ୍କିତ ହେବାରୁ ତେଲ, ଗ୍ୟାସର ଡିମାଣ୍ଡ ବଢିଛି । ଏଭଳି ସ୍ଥିତିର ମୁକାବିଲା କରିବାକୁ ଆମେ ସମ୍ବା ସମୟ ପାଇଁ ପ୍ରସ୍ତୁତ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)

