ଭୁବନେଶ୍ୱର: ଆସନ୍ତା ୨୮ ତାରିଖରେ ବାର ଆସୋସିଏସନ କର୍ମକର୍ତ୍ତା ନିର୍ବାଚନ । ଓଏସବିସି ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱୀବେଦୀ ସୂଚନା ଦେଇଛନ୍ତି । ରାଜ୍ୟ ଆଇନଜୀବୀ ପରିଷଦ ସହ ଅନୁବନ୍ଧିତ ୧୫୮ ଆସୋସିଏସନରେ ନିର୍ବାଚନ ହେବ । ନିର୍ବାଚନୀ ପ୍ରକ୍ରିୟାକୁ ସମ୍ପୁର୍ଣ୍ଣ ଭିଡିଓଗ୍ରାଫି କରିବାକୁ ପରିଷଦ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।
ସକାଳ ସାଢେ ୭ଟାରୁ ୩ଟା ଯାଏଁ ହେବ ଭୋଟ ଗ୍ରହଣ । ନିର୍ବାଚନରେ ମୋଟ ୩୮ ହଜାର ୮୮୩ ଜଣ ମତ ସାବ୍ୟସ୍ତ କରିବେ । ନବରଙ୍ଗପୁର ଓ ଜଟଣୀ ବାର ଆସୋସିଏସନ ନିର୍ବାଚନ ଅନ୍ୟାଦେଶ ଯାଏଁ ସ୍ଥଗିତ ରହିଛି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)


