
ସମ୍ବଲପୁର ଜିଲ୍ଲା କେନାଡିପା ପଞ୍ଚାୟତ ଅଫିସ୍ ରେ ଏକ ସ୍ୱାସ୍ତ ମେଳା ଅନୁଷ୍ଠିତ ହୋଇ ଯାଇଛି। କେନାଡ଼ିପା ଡାକ୍ତରଖାନା ର ବାସନ୍ତୀ ତାଣ୍ଡିଆ ଯୋଗ ଦେଇ ଥିଲେ।ସମ୍ବଲପୁର ର କିଡନୀ ଡକ୍ଟର ସିଦ୍ଧାନ୍ତ ମହାପାତ୍ର,ମାନସିକ ରୋଗ ଡକ୍ଟର ମୌସୁମୀ ବିଶି ,ସ୍ନାଉ ବିଭାଗ ନିଶାନ୍ତ ମହାପାତ୍ର ଶିବିର ରେ ଯୋଗ ଦେଇଥିଲେ।ସର୍ବେ ଗ୍ରାମ ର ଆଶା ,ବେଲୁଆମାଲ ଆଶା , କେନାଡ଼ିପା ରଞ୍ଜିତା (ଏନ ଏମ) ଓ ଆୟୁଷ ଡକ୍ଟର ,ଶମ୍ଭୁନାଥ ସାହୁ,ନରେନ୍ଦ୍ର ସାହୁ,ହରମୋହନ ପଟେଲ, ଆୟୋଜକ ସାଇ ସଂଜୀବନୀ ବୁର୍ଲା ସମସ୍ତ କର୍ମୀ ଯୋଗଦାନ କରିଥିଲେ।ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ଖବର

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

