ଭୁବନେଶ୍ଵର : ଓଡିଆ ଉଚ୍ଚାରଣ ଅନୁଯାୟୀ ସ୍ଥାନଗୁଡିକର ଇଂରାଜୀ ବନାନ ସଂଶୋଧନ ପାଇଁ ସୂଚନା ଦେଇଛନ୍ତି ସରକାର । ପ୍ରସ୍ତାବିତ ନାଁ ସମ୍ପର୍କରେ ମତାମତ ଆହ୍ଵାନ କରିଛନ୍ତି ରାଜ୍ୟ ସରକାର । ପ୍ରାପ୍ତ ହୋଇଥିବା ସମସ୍ତ ପ୍ରସ୍ତାବ ବିଶିଷ୍ଟ ଓଡ଼ିଆ ସାହିତ୍ୟିକା ପଦ୍ମଭୂଷଣ ଡ. ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ଦ୍ୱାରା ସମୀକ୍ଷା କରାଯାଇ ସୁପାରିଶ୍ ହୋଇଥିବା ପ୍ରସ୍ତାବଗୁଡ଼ିକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଉପସ୍ଥାପନ କରାଯାଇ ମତାମତ ଓ ପରାମର୍ଶ ଆହ୍ଵାନ କରାଯାଇଛି l ମାସେ ମଧ୍ୟରେ ମତାମତ ଓ ପରାମର୍ଶ ଦେବାକୁ ଆହ୍ଵାନ କରାଯାଇଛି ।
ଯେମିତକି angul ପାଇଁ anugola bolangir ପାଇଁ balangir, balesore ପାଇଁ baleshwar, baragarh ପାଇଁ baragada, cuttack ପାଇଁ kataka, deogarh ପାଇଁ debagada, berhampur ପାଇଁ brahampur, khurda ପାଇଁ khordha ଆଦି ସୁପାରିଶ କରାଯାଇଛି ।
ଭୁବନେଶ୍ଵର : ଓଡିଆ ଉଚ୍ଚାରଣ ଅନୁଯାୟୀ ସ୍ଥାନଗୁଡିକର ଇଂରାଜୀ ବନାନ ସଂଶୋଧନ ପାଇଁ ସୂଚନା ଦେଇଛନ୍ତି ସରକାର । ପ୍ରସ୍ତାବିତ ନାଁ ସମ୍ପର୍କରେ ମତାମତ ଆହ୍ଵାନ କରିଛନ୍ତି ରାଜ୍ୟ ସରକାର । ପ୍ରାପ୍ତ ହୋଇଥିବା ସମସ୍ତ ପ୍ରସ୍ତାବ ବିଶିଷ୍ଟ ଓଡ଼ିଆ ସାହିତ୍ୟିକା ପଦ୍ମଭୂଷଣ ଡ. ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ଦ୍ୱାରା ସମୀକ୍ଷା କରାଯାଇ ସୁପାରିଶ୍ ହୋଇଥିବା ପ୍ରସ୍ତାବଗୁଡ଼ିକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଉପସ୍ଥାପନ କରାଯାଇ ମତାମତ ଓ ପରାମର୍ଶ ଆହ୍ଵାନ କରାଯାଇଛି l ମାସେ ମଧ୍ୟରେ ମତାମତ ଓ ପରାମର୍ଶ ଦେବାକୁ ଆହ୍ଵାନ କରାଯାଇଛି । ଯେମିତକି angul ପାଇଁ anugola bolangir ପାଇଁ balangir, balesore ପାଇଁ baleshwar, baragarh ପାଇଁ baragada, cuttack ପାଇଁ kataka, deogarh ପାଇଁ debagada, berhampur ପାଇଁ brahampur, khurda ପାଇଁ khordha ଆଦି ସୁପାରିଶ କରାଯାଇଛି ।



