
ଭାରତୀୟ ଯୋଗ ସଂସ୍ଥାନ ତରଫରୁ ଢେଙ୍କାନାଳରେ ଆଜି ଦ୍ଵିତୀୟ ଦିବସିୟ ଯୋଗ ଶିବିର ବଳରାମ ମନ୍ଦିର ସମ୍ମୁଖରେ ଶତାଧିକ ସାଧକ ସାଧିକା ଓ ଜନସାଧାରଣଙ୍କୁ ଯୋଗ ନିରାକରଣ ଶିବିରରେ ଯୋଗା ଭ୍ୟାସ କରାଇଥିଲେ | ଉକ୍ତ ଶିବିରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବସନ୍ତ କୁମାର ପଟ୍ଟନାୟକ ମହୋଦୟ ଯୋଗ ଦ୍ୱାର ଅନେକ ରୋଗ ଠିକ ହୋଇ ପାରୁଛି |

ରୋଗପାଇଁ ମୁଖ୍ୟ ଯୋଗ ହିଁ ସବୁଠୁ ବଡ ଅସ୍ତ୍ର ବୋଲି କହିଛନ୍ତି | ଆଜିର ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ସୁରେଶ କୁମାର ମହାପାତ୍ରଜି ପ୍ରାଣାୟାମ ଓ ଆପାନ ବାୟୁ ମୁଦ୍ରା ଦ୍ୱାରା ଲାଭ କଣ ହେବ ଲୋକମାନଙ୍କୁ ବୁଝାଇଛନ୍ତି | ସଂମ୍ମାନିତ ଅତିଥି ଶ୍ରୀ ଯୁକ୍ତ ରାମାୟା ରିଡ୍ଡୀ ଜୀ ଓ ରଘୁନାଥ ରିଡ୍ଡୀ ଜୀ
ଆସନ ଓ ତାର ଉପକାର ବିଷୟରେ ମାର୍ଗ ଦର୍ଶନ
କରାଇଛନ୍ତି |ଶରୀରକୁ ବେଶୀ ଯୋଗ ଦ୍ୱାରା ରୋଗ ଠିକ କରିଥାଏ ବୋଲି କହିଛନ୍ତି
ଜ଼ିଲ୍ଲା ଉପ ପ୍ରଧାନ ଶ୍ରୀ ରଘୁନାଥ ତ୍ରିପାଠୀ ଜି ସଭାପତିତ୍ବ କରିଥିଲେ ଆଜି ରୋଗ ନିରାକରଣ ସିବିରରେ ସୂକ୍ଷ୍ମା କ୍ରିୟା ଓ ଆସନ କରାଇଥିଲେ| ଓ ନିଜେ ମଧ୍ୟ୍ୟ ଜନ ଧାରଣଙ୍କୁ ଅଭ୍ୟାସ କରାଇଥିଲେ | ଶ୍ରୀମତୀ ଇନ୍ଦିରା ଦେବତା ଜୀ ପରିଚାଳନା ଓ ଓଙ୍କାର ଧ୍ୱନି, ଗାୟତ୍ରୀ ମନ୍ତ୍ର, Dr ଧର୍ମାନନ୍ଦ ପୃଷ୍ଠି ଜୀ ହାସ୍ୟା ସନ କରିଥିଲେ | ଶ୍ରୀ ଶରତ ଲେଙ୍କା ଜୀ ଧନ୍ୟବାଦ,ଶାନ୍ତିପାଠ କରି ଶିବିର ସାଙ୍ଗ କରି ଥିଲେ |




