“ବରଗଡ଼ ଧନୁଯାତ୍ରା ମହୋତ୍ସବ ଦୁର୍ନୀତି ବନାମ ଜନଗ୍ରହ୍ ପବ୍ଲିକ ଗଭର୍ନେନ୍ସ ଚାର୍ଟର ର ଜନତାଙ୍କୁ ବୃହ ଜନଆନ୍ଦୋଳନ ର ଆହ୍ୱାନ!”

“ବରଗଡ଼ ଧନୁଯାତ୍ରା ମହୋତ୍ସବ ଦୁର୍ନୀତି ବନାମ ଜନଗ୍ରହ୍ ପବ୍ଲିକ ଗଭର୍ନେନ୍ସ ଚାର୍ଟର ର ଜନତାଙ୍କୁ ବୃହ ଜନଆନ୍ଦୋଳନ ର ଆହ୍ୱାନ!”


ବରଗଡ:୨୮/୫(ପବିତ୍ର ମେହେର) “ଜନାଗ୍ରହ୍ ପବ୍ଲିକ ଗଭର୍ନେନ୍ସ ଚାର୍ଟର”ପାଇଁ ଧନୁଯାତ୍ରା ଗେଟ୍ ଭାଙ୍ଗିବା ଘଟଣା ଦୁର୍ନୀତିଗ୍ରସ୍ତ ମହୋତ୍ସବର “ପୁନଃଉତ୍ଥାନ” ପାଇଁ ଏକ “ବୃହ ଜନଆନ୍ଦୋଳନ” ର “ଟର୍ଣ୍ଣିଂ ପଏଣ୍ଟ”, ଧନୁଯାତ୍ରା ର “ପ୍ରକୃତ ପରିଚୟ” ଏବଂ ଜନତାଙ୍କୁ ତାଙ୍କ “ମାଲିକାନା” ଫେରେଇବା ପାଇଁ “ପ୍ରଥମ ପର୍ଯ୍ୟାୟ” ପୋଲିସକୁ ଅଭିଯୋଗ ଦ୍ୱାରା “ଶଙ୍ଖନାଦ” ଏବଂ “ଦ୍ୱିତୀୟ ପର୍ଯ୍ୟାୟ” ରେ “ଭିଜିଲାନ୍ସ” କୁ ଦରଖାସ୍ତ ଦେଇ “ଶୁଭାରମ୍ଭ”!
୨୫ ମେ ୨୦୨୬ ରେ ବରଗଡ଼ ଥାନା ଛକରେ ନୂତନ ନିର୍ମିତ ଧନୁଯାତ୍ରା ଗେଟ୍ ଅଳ୍ପ ପବନରେ ଭାଙ୍ଗିପଡ଼ିଲା। ବର୍ତ୍ତମାନ ଏହି ଘଟଣା ଏକ ବଡ଼ ଟର୍ଣ୍ଣିଂ ପଏଣ୍ଟ ହୋଇଛି। [ଜନାଗ୍ରହ୍ ପବ୍ଲିକ ଗଭର୍ନେନ୍ସ ଚାର୍ଟର] ର ମତରେ, ଏହା କେବଳ ପବନ ଯୋଗୁଁ ଘଟିଥିବା ଦୁର୍ଘଟଣା ନୁହେଁ। ଏହା ଦୁର୍ନୀତି, ସରକାରୀ ଟଙ୍କାର ଦୁର୍ବ୍ୟବହାର, ଅବହେଳା ଓ ଖରାପ ନିର୍ମାଣର ପ୍ରତୀକ ଏବଂ ପ୍ରମାଣ।
କିନ୍ତୁ ଯାହା ହୋଇଛି ତାହାକୁ ସକାରାତ୍ମକ ଦୃଷ୍ଟିରୁ ଦେଖିଲେ, ଏହା କେବଳ ଏକ ଦୁର୍ଘଟଣା ନୁହେଁ। ଏହା ଧନୁଯାତ୍ରାକୁ ଅସୁରକ୍ଷିତ ଗୋଷ୍ଠିମୟ କବଳରୁ ବଞ୍ଚାଇବା ପାଇଁ ଆରମ୍ଭ ହୋଇଥିବା ଜନଆନ୍ଦୋଳନର ଶୁଭାରମ୍ଭ। [ଜନାଗ୍ରହ୍ ପବ୍ଲିକ ଗଭର୍ନେନ୍ସ ଚାର୍ଟର] ଗତ ତିନି ବର୍ଷ ଧରି ଧନୁଯାତ୍ରା ମହୋତ୍ସବର ପୁନଃଉତ୍ଥାନ ପାଇଁ ନିରନ୍ତର ପରିଶ୍ରମ କରୁଛି ଏବଂ ସେହି ପରିଶ୍ରମକୁ ଦେଖି ପ୍ରକୃତି ନିଜେ ହିଁ ବରଗଡ଼ବାସୀଙ୍କୁ ଏକ ସୁଯୋଗ ଦେଇଛି ରାଜନୀତି ଏବଂ ଲୋଭ ଗନ୍ଥାଘରୁ ଧନୁଯାତ୍ରାକୁ କାଢ଼ି ଜନତାଙ୍କ ପାଖକୁ ଫେରେଇ ଆଣିବା ପାଇଁ ଯାହାର ଆଜି ଶଙ୍ଖନାଦ କରୁଛି [ଜନାଗ୍ରହ୍ ପବ୍ଲିକ ଗଭର୍ନେନ୍ସ ଚାର୍ଟର]।
ଧନୁଯାତ୍ରା କେବଳ ବରଗଡ଼ର ଗୋଟିଏ ପର୍ବ ମାତ୍ର ନୁହେଁ, ଏହା ସମଗ୍ର ଜିଲ୍ଲାର ପରିଚୟ, ଭାବନା ଓ ଗର୍ବ। ପ୍ରତିବର୍ଷ ଏହି ମହୋତ୍ସବ କୃଷ୍ଣ ଯୁଗକୁ ପୁନର୍ଜୀବିତ କରେ ଏବଂ ଜାତି, ଧର୍ମ, ଧନୀ ଓ ଗରିବ କିମ୍ବା ରାଜନୀତି ର ଭେଦଭାବ ବିନା ଲକ୍ଷାଧିକ ଲୋକଙ୍କୁ ଏକତ୍ର କରେ।
ବହୁ ବର୍ଷ ଧରି ଧନୁଯାତ୍ରା ତାହାର ଆକର୍ଷଣ, ଏକତା ଓ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପାଇଁ ପରିଚିତ ଥିଲା, କିନ୍ତୁ ଗତ କିଛି ବର୍ଷ ହେବ ପରିସ୍ଥିତି ଧୀରେ ଧୀରେ ବଦଳିଯାଇଛି। ଯେଉଁ ଉତ୍ସବ କେବେ ବରଗଡ଼ ଓ ଓଡ଼ିଶାର ଗର୍ବ ଥିଲା, ଆଜି ସେହି ଉତ୍ସବକୁ ଅନେକେ ଅବସାରବାଦୀ ବ୍ୟକ୍ତିବିଶେଷ, ନେତାଗଣ, ରାଜନୈତିକ ଭାବେ ଜଡିତ ଲୋକ, ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ନିଜ ସ୍ୱାର୍ଥ ପାଇଁ ମହୋତ୍ସବକୁ ବ୍ୟବହାର କରୁଥିବା କିଛି ଗୋଷ୍ଠୀଙ୍କ ନିୟନ୍ତ୍ରଣରେ ଥିବା ଏକ ମଞ୍ଚ ଭାବେ ପରିଣତ ହୋଇସାରିଛି।
ବରଗଡ଼ବାସୀଙ୍କ ବ୍ୟତୀତ ସମଗ୍ର ଜିଲ୍ଲା ଏବଂ ଜିଲ୍ଲା ବାହାର ସର୍ବସାଧାରଣ ଅଭିଯୋଗ କରୁଛନ୍ତି ଯେ, ଯେଉଁ ଦିନଠୁ ଶାସକ ଦଳ ବିଜେପିର ର କବଳରେ ଧନୁଯାତ୍ରା ମହୋତ୍ସବ ସମିତି ପଡ଼ିଛି, ସେହି ଦିନଠୁ ଧନୁଯାତ୍ରା ଧୀରେ ଧୀରେ ବିଜେପିର ଘରୋଇ ରାଜନୈତିକ ମଞ୍ଚରେ ପରିଣତ ହୋଇଛି। ଏଠାରେ ସରକାରୀ ଟଙ୍କା ବ୍ୟବହାର କରି ନେତା ଏବଂ ଅନ୍ୟ କିଛି ଲୋକ ନିଜ ସ୍ୱାର୍ଥ ସାଧନ କରୁଛନ୍ତି।
ବୁଦ୍ଧିଜୀବୀ ଏବଂ ସହରର ପ୍ରାୟତଃ ସମସ୍ତ ଜାଗାରେ ବୃହତ ଚର୍ଚ୍ଚା ଚାଲିଛି ଯେ, ପ୍ରତିବର୍ଷ ବହୁ ସରକାରୀ ଟଙ୍କା ଖର୍ଚ୍ଚ ହେଉଛି ଯାହା ଯୋଗୁଁ କିଛି ଚୟନିତ ବ୍ୟକ୍ତି ବ୍ୟକ୍ତିଗତ ଲାଭ ଉଠାଉଛନ୍ତି ଯେଉଁଠି ସାଧାରଣ ଜନତା ଅସହାୟ ଦର୍ଶକ ମାତ୍ର ହୋଇ ରହିଯାଇଛନ୍ତି।
ସବୁଠାରୁ ଦୁଃଖ କଥା ହେଉଛି, ସମାଜରେ ଯେଉଁମାନେ “ବୁଦ୍ଧିଜୀବୀ” ଓ “ସମ୍ମାନିତ” ବ୍ୟକ୍ତି ଭାବେ ପରିଚିତ, ସେମାନଙ୍କ ମଧ୍ୟରୁ ହିଁ କିଛି ଲୋକ ଏହି ସମଗ୍ର ବ୍ୟବସ୍ଥାକୁ ପରଦା ଆଡରୁ ନିୟନ୍ତ୍ରଣ କରୁଛନ୍ତି।
“ଜେନେରାଲ ବଡି” ଓ “ଏକତା” ନାମରେ ବରଗଡ଼ ଜନତାରୁ କିଛି ସାଧାରଣ ଏବଂ ସାମାଜିକ ପ୍ରତିଷ୍ଠିତ ଲୋକଙ୍କୁ ଆଗକୁ ଆଣାଯାଉଛି, କିନ୍ତୁ ମୂଳ ଶକ୍ତି କେବଳ କିଛି ପ୍ରଭାବଶାଳୀ ଗୋଷ୍ଠୀଙ୍କ ହାତରେ ରହିଛି। ଅନେକ ଏହି ଅସାମାଜିକ ଏବଂ ଦୁର୍ନୀତି ବିଷୟରେ ଜାଣିଥିଲେ ମଧ୍ୟ ସାମାଜିକ ଚାପ, ରାଜନୈତିକ ଟାର୍ଗେଟ ହେବାର ଭୟ ଓ “ଏକତା ଭଙ୍ଗ” ଅଭିଯୋଗର ଭୟରେ ମୁହଁ ଖୋଲିପାରୁନାହାନ୍ତି।
ତଥାପି କିଛି ବ୍ୟକ୍ତି ଏବଂ ସାମାଜିକ ଗୋଷ୍ଠୀ ଧନୁଯାତ୍ରା ମହୋତ୍ସବର ଦୁର୍ବ୍ୟବହାର ବିରୋଧରେ ନିରନ୍ତର ସ୍ୱର ଉତ୍ତୋଳନ କରୁଛନ୍ତି, ତାଙ୍କ ମଧ୍ୟରେ ଗତ ତିନି ବର୍ଷ ହେବ ଲଗାତାର କାମ କରୁଥିବା ଏକ ମଞ୍ଚ ହେଉଛି [ଜନାଗ୍ରହ୍ ପବ୍ଲିକ ଗଭର୍ନେନ୍ସ ଚାର୍ଟର] ଏହା କୌଣସି ସଂଘ କିମ୍ବା ସଂଗଠନ ନୁହେଁ ଏବଂ ଏଠି କେହି ସଭାପତି କିମ୍ବା ସମ୍ପାଦକ ନାହାନ୍ତି। ଏହା ହେଉଛି ଜନତାଙ୍କ ଦ୍ଵାରା ନିର୍ମିତ ଏବଂ ସଂଚାଳିତ ଦୁର୍ନୀତି ବିରୁଦ୍ଧରେ, ବିକାଶ ଏବଂ ସଚେତନତା ପାଇଁ ଏକ ମଞ୍ଚ। ଏହାର ଜନ୍ମ ହୋଇଥିଲା ଓଡ଼ିଶା ରାଜ୍ୟର ସର୍ବପ୍ରଥମ ସାର୍ବଜନୀନ ସ୍ଥରରୁ ସରକାରୀ ଜମି ଜବରଦଖଲ ଉଚ୍ଛେଦ ମହା ଆନ୍ଦୋଳନରୁ। ଜନାଗ୍ରହ୍ ଏକ ଆନ୍ଦୋଳନ, ଜନତା ନିଜେ ଏହାକୁ ସଂଚାଳନ କରୁଛନ୍ତି ଏବଂ ଜନତାଙ୍କ ପାଇଁ ହିଁ ଏହି ଆନ୍ଦୋଳନ ର ମଞ୍ଚ ଦ୍ଵାରା ସମସ୍ତ ସାମାଜିକ କାର୍ଯ୍ୟ ର ସମ୍ପାଦନ କରାଯାଉଛି ଯାହା ସମ୍ପୂର୍ଣ୍ଣ ଅଣରାଜନୈତିକ ପରିପ୍ରେକ୍ଷୀରେ ହିଁ ଚାଲୁଛି।
[ଜନାଗ୍ରହ୍ ପବ୍ଲିକ ଗଭର୍ନେନ୍ସ ଚାର୍ଟର] ହିଁ ସର୍ବପ୍ରଥମେ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତିକୁ ଦୃଷ୍ଟିରେ ରଖି ଓଡ଼ିଶାର ଜନତା ଦ୍ୱାରା ଚାଳିତ ବରଗଡ଼ରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ ଆନ୍ଦୋଳନ ଆରମ୍ଭ କରିଥିଲା ଯାହା ଆଜି ପର୍ଯ୍ୟନ୍ତ ଏହି ଆନ୍ଦୋଳନ ନିରନ୍ତର ଭାବେ ଚାଲୁଛି ଏବଂ ସମଗ୍ର ଓଡ଼ିଶାରେ ମଧ୍ୟ ବ୍ୟାପି ସାରିଛି। ଏହି ଆନ୍ଦୋଳନ ସାବ୍ୟସ୍ତ କରିଦେଖେଇଛି ଯେ, ସାଧାରଣ ଜନତା କୌଣସି ନେତା କିମ୍ବା ଜନପ୍ରତିନିଧିଙ୍କ ସାହାଯ୍ୟ ଏବଂ ସହଯୋଗ ବିନା ମଧ୍ୟ ଏକତ୍ରିତ ହୋଇ ପ୍ରଶାସନକୁ ଜନସ୍ୱାର୍ଥରେ କାମ କରିବାକୁ ବାଧ୍ୟ କରିପାରନ୍ତି।
ଏବେ [ଜନାଗ୍ରହ୍ ପବ୍ଲିକ ଗଭର୍ନେନ୍ସ ଚାର୍ଟର] [ଧନୁଯାତ୍ରା ମହୋତ୍ସବର ପୁନଃଉତ୍ଥାନ] ପାଇଁ [ଆନ୍ଦୋଳନର ଆହ୍ୱାନ ଦେଉଛି] ଜନତାଙ୍କ ନିଜ ଦ୍ୱିତୀୟ ଏବଂ ସବୁଠାରୁ ବଡ଼ ଜନଆନ୍ଦୋଳନ କରି ଧନୁଯାତ୍ରା ମହୋତ୍ସବ କୁ ସ୍ୱାଧୀନ କରିବା ପାଇଁ।
[ଜନାଗ୍ରହ୍ ପବ୍ଲିକ ଗଭର୍ନେନ୍ସ ଚାର୍ଟର] ର ଏହି ଧନୁଯାତ୍ରା ମହୋତ୍ସବ ର ପୁନଃଉତ୍ଥାନ ପ୍ରକ୍ରିୟା ହଠାତ୍ ସୃଷ୍ଟି ହୋଇନଥିଲା, ଗତ କିଛି ବର୍ଷ ଧରି ଧୀରେ ଧୀରେ ଓ କୌଶଳମୟ କ୍ରମେ ଏହାର ଯୋଜନା କରିଆସୁଅଛି, ଏହାର ଉଦ୍ଦେଶ୍ୟ ହେଉଛି ଧନୁଯାତ୍ରାକୁ ରାଜନୈତିକ ପ୍ରଭାବରୁ ମୁକ୍ତ କରି ଏକ ପ୍ରକୃତ ଜନମୁଖୀ ଓ କୌଶଲ୍ୟା ସାଂସ୍କୃତିକ ମଞ୍ଚରେ ପରିଣତ କରିବା।
ସର୍ବପ୍ରଥମେ ବରଗଡ଼ ପୌର ପରିଷଦର ୧୯ଟି ୱାର୍ଡ, ଜିଲ୍ଲାର ୪ଟି ପୌରାଞ୍ଚଳ ଓ ୧୨ଟି ବ୍ଲକ୍‌ର ଜନତାଙ୍କୁ [ଜନାଗ୍ରହ୍ ପବ୍ଲିକ ଗଭର୍ନେନ୍ସ ଚାର୍ଟର] ଆହ୍ୱାନ କରୁଛି ଯେ, ପ୍ରଥମେ ସମସ୍ତ ୧୯ଟି ୱାର୍ଡର ଜନତା ଏକତ୍ର ହୋଇ ଧନୁଯାତ୍ରା ପୁନଃଉତ୍ଥାନର ଏହି ଆନ୍ଦୋଳନରେ ସାମିଲ ହୁଅନ୍ତୁ। ତାପରେ ମିଳିମିଶି ଜିଲ୍ଲାର ଅନ୍ୟ ୪ଟି ପୌରାଞ୍ଚଳ ଓ ସମସ୍ତ ୧୨ଟି ବ୍ଲକ୍‌ର ବ୍ୟକ୍ତିବିଶେଷ ମଧ୍ୟ ଏହି ଆନ୍ଦୋଳନ ସହିତ ମିଶେଇବା ଏକ ବୃହତ ଧରଣର କମିଟି ନିର୍ମାଣ ପାଇଁ।
ସମିତି ର ପୁନଃଗଠନ ପରେ ଓଡ଼ିଶାର ଅନ୍ୟ ସମସ୍ତ ୨୯ଟି ଜିଲ୍ଲାରୁ ବିଶେଷଜ୍ଞ, ସାଂସ୍କୃତିକ କର୍ମୀ ଓ ଜନସ୍ୱାର୍ଥପର ଲୋକଙ୍କୁ ଯୋଡ଼ି ଧନୁଯାତ୍ରାକୁ ପ୍ରକୃତ ଜାତୀୟ ସ୍ତରର ଏକ ମଞ୍ଚରେ ପରିଣତ କରିବା, ଯାହା ବର୍ତ୍ତମାନ ର ରଜନିତି ଭିତ୍ତିକ ସଞ୍ଚାଳନ ଦ୍ଵାରା ହେଉଥିବା ସମସ୍ତ ପ୍ରକାରର ଦୁର୍ନୀତିକୁ ନିଶ୍ଚିତ ଭାବେ ଶେଷ କରିପାରିବା,
ଏହା ତେବେ ହିଁ ସମ୍ଭବ ଯେତେବେଳେ ଧନୁଯାତ୍ରାକୁ ପୁରୁଣା ମୁହଁ, ଲୋଭୀ ରାଜନୈତିକ ଲୋକ ଓ ସ୍ୱାର୍ଥପର ଗୋଷ୍ଠୀଙ୍କ ହାତରୁ କାଢ଼ି ନୂତନ, ସତ୍ୟନିଷ୍ଠ ଓ ଉତ୍ସାହୀ ବ୍ୟକ୍ତିମାନଙ୍କ ହାତରେ ଦିଆଯିବ।
[ଜନାଗ୍ରହ୍ ପବ୍ଲିକ ଗଭର୍ନେନ୍ସ ଚାର୍ଟର] ର ସବୁଠାରୁ ବଡ଼ ଦାବି ହେଉଛି ଧନୁଯାତ୍ରା ମହୋତ୍ସବ କମିଟିର ସମ୍ପୂର୍ଣ୍ଣ ପୁନର୍ଗଠନ। ଜିଲ୍ଲା ପ୍ରଶାସନ ଆବଶ୍ୟକତା ଅନୁସାରେ ପ୍ରଶାସନିକ ଓ ଆର୍ଥିକ ସହଯୋଗ ଜାରି ରଖୁ, କିନ୍ତୁ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଭଳି ଅନ୍ୟ ଅଧିକାରୀମାନେ କୋର୍ କମିଟିର ସଭାପତି, ଉପସଭାପତି, ସମ୍ପାଦକ କିମ୍ବା ଅନ୍ୟ କଣ୍ଟ୍ରୋଲିଂ ପଦବୀରେ ରହିବେ ନାହିଁ।
[ଜନାଗ୍ରହ୍ ପବ୍ଲିକ ଗଭର୍ନେନ୍ସ ଚାର୍ଟର] ର ପ୍ରସ୍ତାବ ହେଉଛି, ଏହି ଅଧିକାରୀମାନେ କେବଳ ଉପଦେଷ୍ଟା ଭାବରେ ହିଁ ରୁହନ୍ତୁ ଏବଂ ପ୍ରଶାସନିକ ସମନ୍ୱୟ ଓ ରାଜକୋଷ ତଦାରଖ କାମ କରନ୍ତୁ। ଏହାଦ୍ୱାରା ସ୍ୱଚ୍ଛତା ଓ ଆଇନସମ୍ମତ ପରିଚାଳନା ନିଶ୍ଚିତ ହେବ।
[ଜନାଗ୍ରହ୍ ପବ୍ଲିକ ଗଭର୍ନେନ୍ସ ଚାର୍ଟର] ର ଆଉ ଏକ ଯୋଜନା ହେଉଛି ଧନୁଯାତ୍ରା ମହୋତ୍ସବ କମିଟିରେ ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ନିର୍ବାଚନ ପ୍ରଣାଳୀ ଆଣିବାକୁ, ସମସ୍ତ ପଦପଦବୀ ନିର୍ବାଚନ ଓ ମତଦାନ ମାଧ୍ୟମରେ ଚୟନ ହେବା ଉଚିତ। କଲେଜ, ୟୁନିଅନ୍ ଓ ଅନ୍ୟାନ୍ୟ ସଂଗଠନରେ ଯେପରି ଗଣତାନ୍ତ୍ରିକ ଭାବରେ ନେତୃତ୍ୱ ଚୟନ ହୁଏ, ଠିକ୍ ସେହିପରି ପ୍ରକ୍ରିୟା ଧନୁଯାତ୍ରାରେ ମଧ୍ୟ ଲାଗୁ ହେବା ଉଚିତ।
ଏହା ସହିତ [ଜନାଗ୍ରହ୍ ପବ୍ଲିକ ଗଭର୍ନେନ୍ସ ଚାର୍ଟର] ଜୋର ଦେଉଛି ଯେ, ସମସ୍ତ ପ୍ରକାରର ରାଜନୈତିକ ଲୋକ – ସିଧାସଳଖ, ପରୋକ୍ଷ, ସକ୍ରିୟ, ନିଷ୍କ୍ରିୟ କିମ୍ବା ଯୋଡ଼ିତ ଧନୁଯାତ୍ରା କମିଟିରୁ ସମ୍ପୂର୍ଣ୍ଣ ଭାବେ ବହିଷ୍କାର ହେବା ଉଚିତ ବୋଲି ଚର୍ଚ୍ଚା ଚାଲିଛି l

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech